You are currently viewing ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ପକ୍ଷରୁ ଶୋକ ,
ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ପକ୍ଷରୁ ଶୋକ ,

କଟକ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପଞ୍ଚାୟତର ବରିଷ୍ଟ ନାଗରିକ,ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ,ପୂର୍ବତନ ସଭାପତି ଉତ୍ତରକୂଳ ସେବା ସମବାୟ ସମିତି,ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ଅକାଳ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ବରେଣ୍ୟ ସଭାପତି ଇଂ.ମନୋଜ ନାୟକ ଗଭୀର ମର୍ମାହତ,ମହାପ୍ରଭୁଙ୍କ ଶ୍ରୀଚରଣରେ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।