You are currently viewing ଯାତ୍ରୀବାହି ଅଟୋ କୁ ଧକ୍କା ଦେଲା ଖଲ୍ଲିକୋଟ ବିଧାୟକ ଙ୍କ ଗାଡି ଅଳ୍ପକେ ବର୍ତିଲେ ବିଧାୟକ
ଯାତ୍ରୀବାହି ଅଟୋ କୁ ଧକ୍କା ଦେଲା ଖଲ୍ଲିକୋଟ ବିଧାୟକ ଙ୍କ ଗାଡି ଅଳ୍ପକେ ବର୍ତିଲେ ବିଧାୟକ

ଖଲ୍ଲିକୋଟ : 25/11 ସୋମବାର ଦିନ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ନିଜ କାର ଯୋଗେ ନିଜ ନିର୍ବାଚନ ମଣ୍ଡଳୀ ଖଲ୍ଲିକୋଟ ଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ 16 ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଠାରେ ବିଧାୟଜ ଙ୍କ ଗାଡି ଏକ ଯାତ୍ରୀ ବାହି ଅଟୋ କୁ ପଛ ପଟୁ ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇ ଥିବା ବେଳେ ବିଧାୟକ ଶ୍ରୀ ସେଠି ଅଳ୍ପକେ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଥିବା ଜଣାପଡିଛି |ତେବେ ଖୋର୍ଦ୍ଧା ଥାନା ପୋଲିସ ଦୁର୍ଘଟଣା ସ୍ଥଳ ରେ ପହଂଚି ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଆସୁ ଚିକିଛା ପାଇଁ ଭର୍ତ୍ତି କରି ଘଟଣା ର ତଦନ୍ତ କରୁଥିବା ଏ ସୂତ୍ର ରୁ ଜଣାପଡିଛି