You are currently viewing ୪୨ ମୌଜାରେ ସମାଜସେବୀ କୈଳାସ ଚନ୍ଦ୍ର ପତିଙ୍କ ସ୍ମୃତି ଚାରଣ ସଭା ।
୪୨ ମୌଜାରେ ସମାଜସେବୀ କୈଳାସ ଚନ୍ଦ୍ର ପତିଙ୍କ ସ୍ମୃତି ଚାରଣ ସଭା ।

କଟକ : ୪୨ ମୌଜା କଳପଡ଼ା ପଞ୍ଚାୟତର ପୂର୍ବତନ ସମ୍ପାଦକ ତଥା ବାଲୁଙ୍କେଶ୍ଵର ପରିଚାଳନା କମିଟିର ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ପତିଙ୍କ ଦ୍ବାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶାନ୍ତି କମିଟିର ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ୪୨ ମୌଜା ବିକାଶ ପରିଷଦର ସମ୍ପାଦକ ନାଟ୍ୟକାର ସନ୍ତୋଷ କୁମାର ପତି, ପୂର୍ବତନ ସରପଞ୍ଚ ସର୍ବେଶ୍ଵର ପ୍ରଧାନ,ପୂର୍ବତନ ସରପଞ୍ଚ ସରୋଜ ନାୟକ,ପୂର୍ବତନ ସରପଞ୍ଚ ଅଞ୍ଜୁଳା ବିଶ୍ବାଳ,ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା,ପୂର୍ବତନ ସମିତି ସଭ୍ୟ ଉମାକାନ୍ତ
ନନ୍ଦ,ସମିତି ସଭ୍ୟ ପିଙ୍କି ଭୋଇ, ସରପଞ୍ଚ ପ୍ରତିନିଧିଙ୍କ ପ୍ରତିନିଧି ଅରକ୍ଷିତ ମାଝୀ,ଚିତ୍ରସେନ ଭୋଇ, ଜ୍ୟୋତିରଂଜନ ଭୋଳ,ରବୀନ୍ଦ୍ର ମହାନ୍ତି,ସଂଗ୍ରାମ ସିଂ ବେଉରା, ରମେଶ ପତି,ଜୟକୃଷ୍ଣ ମୁଦୁଲି, ପ୍ରଫୁଲ୍ଲ ଭୋଇ,ବଂଶୀଧର ପତି, ପୀତବାସ ଦାସ,ସିଦ୍ଧେଶ୍ଵର ପତି, ବିକ୍ରମ କିଶୋର ପତି,ଗଜେନ୍ଦ୍ର ପରିଡା,ଭବକିଶୋର ନାୟକ, ପବିତ୍ର ପତି,ସଚ୍ଚିକାନ୍ତ ବେଉରା, ଅଶୋକ ପତି, ଆଶିଷ ପତି,ପ୍ରଭାସ ପଣ୍ଡା,ଦୁର୍ଗା ପ୍ରସାଦ ପତି,ସେକ କଲିମୁଲ୍ଲା,ସଂଗ୍ରାମ କିଶୋର ପତି, ରୋହିତ ସ୍ବାଇଁ, ରସାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।