You are currently viewing ଭେଜିଫୁଟ ରୁ ଚୋରି ସ୍କୁଟି କୋଦଳା ରୁ ଉଦ୍ଧାର କଲା ପୋଲିସ
ଭେଜିଫୁଟ ରୁ ଚୋରି ସ୍କୁଟି କୋଦଳା ରୁ ଉଦ୍ଧାର କଲା ପୋଲିସ

ଖଲ୍ଲିକୋଟ : 15/1 ଗତ ଜାନୁଆରୀ ସାତ ତାରିଖରୁ ଭେଜଫୁଟ ଫାଣ୍ଡି ଅନ୍ତର୍ଗତ ଭେଜିଫୁଟ ଗ୍ରାମର ଦୀନବନ୍ଧୁ ସାହୁଙ୍କର ଏକ ଟି ଭି ଏସ ଜୁପୀଟର ଓ ଡ଼ି 02ସି X 5017 ଚୋରି ହୋଇଥିଲା | ତେବେ ଏ ସମ୍ପର୍କ ରେ ଏକ ଏତେଲା ଦେବା ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର 5017 ଚୋରି ହୋଇଥିଲା | ତେବେ ଏ ସମ୍ପର୍କ ରେ ଏକ ଏତେଲା ଦେବା ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଥାନା କେସ ନମ୍ବର 797 /7 / 1 ରେ ଏକ ଚୋରି ମାମଲା ରୁଜ୍ଜୁ କରିଥିଲା ବହୁ ଖୋଜା ଖୋଜି ପରେ କୋଦଳା ଛକ ଠାରେ ଥିବା ଜାଣି ପାରିଥିଲେ | ଆସାମୀ ଫେରାର ଥିଲା |ଭେଜିଫୁଟ ପୋଲିସ କୌଣସି ସୂତ୍ର ରୁ ଖବର ପାଇଁ କୋଦଳା ଥାନା ରେଞ୍ଜ ବଙ୍ଗଳା ର ଏମ. ଶରଣ ନାମକ ଜଣେ ଯୁବକ ଭେଜିଫୁଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କଡ଼ିଥିବା ଜଣାପଡିଛି |

ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ