You are currently viewing ପରଲୋକରେ ଉପ ମୁଖ୍ୟମନ୍ତ୍ରୀଙ୍କ ମାଆ
ପରଲୋକରେ ଉପ ମୁଖ୍ୟମନ୍ତ୍ରୀଙ୍କ ମାଆ

ପୁରୀ , ୧୬/୦୧ -:- ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ମାତା ଲୋଭାପତି ପରିଡା ଙ୍କର ୮୯ ବର୍ଷ ବୟସ ରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲ ଚିକିତ୍ସା କରାଯାଉଥିଲା ହେଲେ ଦୁଃଖର ବିଷୟ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।