You are currently viewing ଜରାଉ ନଦୀରେ ଭାସି ଯାଇ ବୃଦ୍ଧ ମୃତ
ଜରାଉ ନଦୀରେ ଭାସି ଯାଇ ବୃଦ୍ଧ ମୃତ

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସରାବାଡି ଗାଁ ନିକଟ ଜରାଉ ନଦୀ କୁ ଗାଧେଇବା କୁ ଯାଇ ଭାସିଗଲେ ବୃଦ୍ଧ କିଲୋମିଟର ଦୂର ରୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହେଲା ମୃତ ଦେହ ମୃତକ ହେଲେ ସରାବାଡି ଗାଁ ର ଗାଣ୍ଡୁ ବେହେରା | ସୂଚନା ମୁତାବକ ଦିନ ଗୋଟିଏ ବେଳେ ନଦୀ ରେ ଗାଧେଇବା ସମୟରେ ଗୋଡ ଖସି ବୃଦ୍ଧ ଜଣକ ଭାସି ଆସି ସରାବାଡି ଜରାଉ ସେତୁ ପାଖେ ଲାଗିଥିଲା | ଗ୍ରାମର କିଛି ଲୋକ ସୋରଡ଼ା ଅଗ୍ନିଶମ ବାହିନୀ କୁ ଖବର ଦେଲା ପରେ ଆସି ବୃଦ୍ଧ ଙ୍କୁ ଉଦ୍ଧାର କରି ବଡ଼ଗଡ଼ ପୋଲିସ କୁ ମୃତ ଦେହ ହସ୍ତାନ୍ତର କରିଥିଲେ |