ପୁରୁଷୋତ୍ତମପୁର , ୧୭/୦୧ – ( ପ୍ରସନ୍ନ ଦାସ ) -:- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ପ୍ରତାପୁର ଗ୍ରାମ ପଞ୍ଚାୟତରେ ‘୨’ ଟି ଉଦଘାଟନ ୧୧ଲକ୍ଷ ୫0 ହଜାର ଟଙ୍କା ସହିତ ତୁମ୍ବନାଥ ମନ୍ଦିର ପାଇଁ ୫ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର, ପ୍ରତାପୁର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଏକ ଜେନେଟର ମଧ୍ୟ ଉଦଘାଟନ କରାଯାଇଅଛ l ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟଙ୍କ କଳକମଲ ଉଦଘାଟନ ହୋଇଥିବା ବେଲେ ସଂମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼,ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ସ୍ଥାନୀୟ ସରପଞ୍ଚ ଦାସ ବେହେରା, ସମିତି ସଭ୍ୟା ସୁଷୁମା ପାତ୍ରଙ୍କ ସହ ଆସ୍କା ସାସଂଦଙ୍କ ପୁରୁଷୋତ୍ତମପୁର ବ୍ଲକ ପ୍ରତିନିଧି,ସୁଦର୍ଶନ ନାୟକ, ସରପଞ୍ଚ ଦାଶ ରଥୀ ବେହେରା ପୂର୍ବତନ ସରପଞ୍ଚ କାହ୍ନୁ ନାୟକ,ପୂର୍ବତନ ସମିତି ସଭ୍ୟ ଗୌରୀ ଶଙ୍କର ରାଉଳଙ୍କ ସହିତ ଗ୍ରାମର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବହୁ ମହିଳା ମାନଙ୍କ ପ୍ରମୁଖ ଉପସ୍ଥିତରେ ବିରାଟ ଶୋଭାଯାତ୍ରା ବାହାର ପଦଯାତ୍ରା ରେ ଉଦଘାଟନ ସହିତ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନେଇଥିଲେ ଏହାପରେ ଉଦଘାଟନ ସହିତ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲାଏଥିରେ ପ୍ରତାପୁର ଗ୍ରାମର ପଦ୍ମ ଚରଣ ପଟନାୟକ, ନାରାୟଣ ବେହେରା, କ୍ଷେତ୍ରବାସୀ ବେହେରା, ଦେବରାଜ ସାହୁ,ବିଶ୍ଵନାଥ ବେହେରା, ନରେଶ ବେହେରା, ସୂର୍ଯ୍ୟ ବେହେରା ପ୍ରମୁଖ ଥିଲେ ।

