You are currently viewing ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ସୁନିଲ ଗଉଡ ଙ୍କୁ ସମ୍ବର୍ଦ୍ଧନା।
ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ସୁନିଲ ଗଉଡ ଙ୍କୁ ସମ୍ବର୍ଦ୍ଧନା।

ବିଜୁ ଜନତା ଦଳର ରାଜ୍ୟ ସଭାପତି ଓଡ଼ିଶାର ମାନ୍ୟବର ଜନପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ,ସଶକ୍ତ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଛାତ୍ର ସଂଗଠନ ଙ୍କୁ ସୁଧୁଡ଼ କରିବା ପାଇଁ ନବ ନିର୍ବାଚିତ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ଭାବେ ସୁନିଲ ଗଉଡ ନିର୍ବାଚିତ ହୋଇଛନ୍ତି ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ତଲଫରୁ ସମ୍ବର୍ଦ୍ଧନା ଜଣାଇଲେ ଗଞ୍ଜାମ ଜିଲ୍ଲା ଛାତ୍ର ସମ୍ପାଦକ ଧିରେନ୍ ରଣା,ଛାତ୍ର ନେତା ଗୌରୀ ଶଙ୍କର ତ୍ରିପାଠୀ,ଆକାଶ ପ୍ରଧାନ,କାଳିଆ ସାହୁ,ଅଜିତ ଗଉଡ ସହ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବିଜୁ ଯୁବ ଓ ଛାତ୍ର ଜନତା ଦଳ ର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା.