ଚିଲିକାର ୫ଟି ରେଞ୍ଜରେ ୨୨ଟି ବନ ବିଭାଗ ସମତେ ଅନ୍ୟ ବିଶେଷଜ୍ଞଙ୍କ ଟିମ୍ ସାମିଲ ହୋଇଛନ୍ତି। ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ା ରେଞ୍ଜରେ ଗଣନା ହେଉଛି.
ସମଗ୍ର ଚିଲିକାକୁ ଚଳିତବର୍ଷ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି, କେତେ ପ୍ରଜାତିର ପକ୍ଷୀ ଆସିଛନ୍ତି । ପକ୍ଷୀ ମାନଙ୍କର ସଂଖ୍ୟା କେତେ ଅଛି ତାହାର ଟିକିନିଖି ଗଣନା କରାଯାଉଛି। ସେହିପରି ସମ୍ବଲପୁର ହୀରାକୁଦ ଡ୍ୟାମରେ ବି ପକ୍ଷୀ ଗଣନା ହେଉଛି। ୩୨ଟି ଟିମରେ ପ୍ରାୟ ୭୦ ଜଣ ଗଣନାକାରୀ ସାମିଲ ହୋଇଛନ୍ତି। ଚିଲିକାର ୫ଟି ରେଞ୍ଜରେ ସାମିଲ ହୋଇଛନ୍ତି ୨୨ଟି ଟିମ୍
ହୀରାକୁଦ ଡ୍ୟାମରେ ବି ହେଉଛି ପକ୍ଷୀ ଗଣନା କାର୍ଯ୍ୟ
