You are currently viewing ଭାରତୀୟ ଜନତା ପାର୍ଟି ଗଞ୍ଜାମ ତରଫରୁ ଗୋଷାଣୀନୂଆଗାଁ ମଣ୍ଡଳ ପଦାଧିକାରୀଙ୍କ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଭାରତୀୟ ଜନତା ପାର୍ଟି ଗଞ୍ଜାମ ତରଫରୁ ଗୋଷାଣୀନୂଆଗାଁ ମଣ୍ଡଳ ପଦାଧିକାରୀଙ୍କ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର , ୨୮/୦୧ – ( ପ୍ରଫୁଲ୍ଲ ସାବତ ) -:- ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅନୁମୋଦନ କ୍ରମେ ଗୋସାଇଁନୂଆଁ ଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ ତାଙ୍କ ମଣ୍ଡଳ ପଦାଧିକାରୀଙ୍କ ନାମ ବ୍ରହ୍ମପୁର ବିଧାୟକ ପ୍ରାଥୀ କାହ୍ନୁ ଚରଣ ପତିଙ୍କ ଉପସ୍ଥିତି ରେ ଘୋଷଣା କରିଛନ୍ତି


ମଣ୍ଡଳ ଉପସଭାପତି ଭାବେ ରବି ନାରାୟଣ ସାବତ, ନିବେଦିତା ପାଢ଼ୀ, ଅଶୋକ ବେହେରା, ସଞ୍ଜୟ କୁମାର ପାଣିଗ୍ରାହୀ, ଲଷ୍ମୀ ବେହେରା, ନର ସିଂହ ପ୍ରସାଦ ଶତପଥି, ସାଧାରଣ ସମ୍ପାଦକ ଭାବେ ମନୋଜ କୁମାର ପାଢ଼ୀ, ଶ୍ରୀରାମ ଦିନଦୟାଲ, ସମ୍ପାଦକ ଭାବେ ସୁଶାନ୍ତ ଚୌଧୁରୀ, ଉପେନ୍ଦ୍ର ସେଠି, ସନ୍ତୋଷ ବାରିକ, ଦିଲୀପ କୁମାର ସାହୁ, ଏସ ଶ୍ରୀ ନିବାସ ଏବଂ କୋଷଧକ୍ଷ ଭାବେ ଶ୍ରୀଧର କୁମାର ମିଶ୍ର ଙ୍କ ନାମ ଘୋଷଣା କରିଛନ୍ତି ସେହିଭଳି ଯୁବମୋଚ୍ଛା ସଭାପତି ଡ଼. ଅନିଲ ରାଓ ଓ ମହିଳାମୋଚ୍ଛା ସଭାନେତ୍ରୀ ସୁନିତା ବେହେରା, ଓବିସି ମୋଚ୍ଛା ସଭାପତି ସୁଦର୍ଶନ ମହାରଣା, କୁଷକ ମୋଚ୍ଛା ସଭାପତି ସଞ୍ଜିବ କୁମାର ଚୌଧୁରୀ, ଅନୁସୂଚିତ ଜାତି ସଭାପତି ରାମଚନ୍ଦ୍ର ଦାଶ, ସଂଖ୍ୟା ଲଘୁ ମୋଚ୍ଛା ସଭାପତି ଯୋଶେଫ କଟୋନ ଙ୍କ ନାମ ଘୋଷଣା କରିଛନ୍ତି
ନୂତନ ଦାୟିତ୍ୱ ନେଇଥିବା ମଣ୍ଡଳ ପଦାଧିକାରୀ ମାନଂକୁ ବ୍ରହ୍ମପୁର ବିଧାୟକ ପ୍ରାଥୀ କାହ୍ନୁ ଚରଣ ପତି, ଜିଲ୍ଲା ଉପସଭାପତି ସୁନୀଲ କୁମାର ସାହୁ, ଅନ୍ୟତମ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବଦ୍ଧନା କରିଥିଲେ ଆଗାମୀ ଦିନରେ ଗୋସାଇଁନୂଆଁ ମଣ୍ଡଳରେ ବିଜେପି ର ସଙ୍ଗଠନ ଆହୁରି ସୁଦୁଢ ହୋଇପାରିବ ବୋଲି ଶ୍ରୀ ପତି ଆଶା ବ୍ୟକ୍ତ କରିଛନ୍ତି ।