ପୁରୁଷୋତ୍ତମପୁର. ବ୍ଳକଅନ୍ତର୍ଗତ ହାଣ୍ଡିଘର ପଞ୍ଚାୟତ ର ଦଳେଶ୍ୱର ଖଣ୍ଡି ଗ୍ରାମରେ ଥିବା ଶ୍ରୀଶ୍ରୀ ମା ଦକ୍ଷିଣକାଳୀଙ୍କ ପୀଠରେ ଆସନ୍ତା 10/03/26 ତାରିଖ ଠାରୁ 19/03/26 ପର୍ଯ୍ୟନ୍ତଦୀକ୍ଷା ଗ୍ରହଣ କଳସ ଯାତ୍ରା,, ଅଙ୍କୁରା ରୋପଣ ସହିତ ଦୀର୍ଘ ସାତ ଦିନ ଧରି ହେବାକୁ ଥିବା ସପ୍ତ ସତୀ ଚଣ୍ଡୀ ମହାଯଜ୍ଞ ନିମନ୍ତେ ମନ୍ଦିର ର ପରିଚାଳନା କମିଟିର ସଭାପତି ଶ୍ରୀସୁଦର୍ଶନ ନାୟକଙ୍କ ଓ କମିଟି ଙ୍କ ନେତୃତ୍ବରେ ଆଜି ସକାଳେ ବିଦ୍ୱାନ ପଣ୍ଡିତ ମାନେ ହେଲେ ବଳରାମ ଦାଶ, ଙ୍କୁ ନେଇ ପୂଜାର୍ଚନା କରାଯାଇ ଶୁଭଖୁଣ୍ଟି ର ସ୍ଥାପନ କରାଯାଇ ଥିଲା ||
ନିମନ୍ତେ ଶ୍ରୀ ମା ଦକ୍ଷିଣକାଳୀ ପୀଠରେ ଏକ ଯଂଜ୍ଞ ପାଈଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜଗତର ମଙ୍ଗଳ ସହିତ ବ୍ଳକ ଓ ଦଳସର ଖଣ୍ଡି ତଥା ହାଣ୍ଡିଘର ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ତଥାସୁସ୍ଥ ଓ ଆରୋଗ୍ୟ ନିମନ୍ତେ ଏହି ଯଜ୍ଞ ର ଶୁଭ ଖୁଣ୍ଟି ସ୍ଥାପନ କରାଯାଇ ଥିଲା | ଏହି ବୈଠକ ରେ ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁ, ସୁଦର୍ଶନ ନାୟକ ମନ୍ଦିର ଟ୍ରଷ୍ଟି |
ଜଗତବନ୍ଧୁ ପଣ୍ଡା (ସଭାପତି) ଶ୍ରୀ ବିପିନ ବିହାରୀମହାପାତ୍ର
(ଉପ ସଭାପତି)
ଅଜିତ କୁମାର ପଣ୍ଡା (ସମ୍ପାଦକ) ବାବୁଲା ବେହେରା (କୋଷାଧ୍ୟକ୍ଷ)
ସୁଶାନ୍ତ ଦାସ (କାର୍ଯ୍ୟକାରୀ ସଭ୍ୟ) ବିଦ୍ୟାଧର ଦାସ (କାର୍ଯ୍ୟକାରୀ ସଭ୍ୟ)
ଶ୍ରୀନିଳାଞ୍ଚଳଗୌଡ(କାର୍ଯ୍ୟ
କାରୀ ସଭ୍ୟ) ଲକ୍ଷ୍ମୀ ଚରଣ ପୋଲେଇ(କାର୍ଯ୍ୟକାରୀ ସଭ୍ୟ) ମନୋଜ କୁମାର ପଣ୍ଡା (କାର୍ଯ୍ୟକାରୀ ସଭ୍ୟ)
ଭବାନି ପାତ୍ର (କାର୍ଯ୍ୟକାରୀ ସଭ୍ୟ) ଭଗବାନ ପାତ୍ର (କାର୍ଯ୍ୟକାରୀ ସଭ୍ୟ) ପ୍ରକାଶ ଚନ୍ଦ୍ର ପଣ୍ଡା (କାର୍ଯ୍ୟକାରୀ ସଭ୍ୟ)ବଲଜିତରା଼ଉଳ(କାର୍ଯ୍ୟ
କାରୀ ସଭ୍ୟ)ମୁନା ପାତ୍ର (କାର୍ଯ୍ୟକାରୀ ସଭ୍ୟ)ଗୌରୀ ଶଙ୍କର ସେନାପତି (କାର୍ଯ୍ୟକାରୀ ସଭ୍ୟ)
ବଳରାମ ପାତ୍ର (କାର୍ଯ୍ୟକାରୀ ସଭ୍ୟ) ଗୌରୀ ଶଙ୍କର ରାଉଳ(ଉପଦେଷ୍ଟା)
ଶଶିଭୂଷଣ ପଣ୍ଡା(ଉପଦେଷ୍ଟା)
ଶେଷରେ ସଭାପତି ସ୍ଥାନୀୟ ସରପଞ୍ଚ ଭାବରେ ଶ୍ରୀ ବସନ୍ତ କୁମାର ମହାପାତ୍ର ଉପସ୍ଥିତ ରହିବା ସହ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

