You are currently viewing ନବ ଦାସଙ୍କ ମୃତ୍ୟୁ ଖବରରେ ବିପ୍ଳବ ପାତ୍ରଙ୍କ ଶୋକପ୍ରକାଶ :-
ନବ ଦାସଙ୍କ ମୃତ୍ୟୁ ଖବରରେ ବିପ୍ଳବ ପାତ୍ରଙ୍କ ଶୋକପ୍ରକାଶ :-

ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁଃଖଦ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏହି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବାକୁ ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ। ଏହି ଦୁଃଖଦ ଘଡିରେ ପରମେଶ୍ବରଙ୍କ ନିକଟରେ ଏତିକି ପ୍ରାର୍ଥନା।🙏🙏🙏

ବିପ୍ଳବ ପାତ୍ର
ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ