You are currently viewing ଡ଼. ଭୀମରାଓ ଆମ୍ବେଦକର ଡ଼ମ୍ବ ସମାଜ ପକ୍ଷରୁ ଦାବି ପତ୍ର
ଡ଼. ଭୀମରାଓ ଆମ୍ବେଦକର ଡ଼ମ୍ବ ସମାଜ ପକ୍ଷରୁ ଦାବି ପତ୍ର

ଉମରକୋଟ ବ୍ଲକ ତରଫରୁ ଅଭିପ୍ରାୟ ହୋଇଥିଲା ଡ଼ମ୍ବ ସମାଜ ଉମରକୋଟ ଅଂଚଳ ରେ ଏକ ପୁରାତନ ସମାଜ ଅଟେ ଏବଂ ବ୍ଲକ ର ବିଭିନ୍ନ ଗ୍ରାମ ରେ ପ୍ରାୟ ଏହି ସମାଜ ବାସ କରୁଛନ୍ତି ସ୍ୱାଧୀନତା ର ପ୍ରାୟ ୭୫ ବର୍ଷ ପରେ ମଧ୍ୟ ସେହି ସମାଜ ଓଡିଶା ସରକାର ଙ୍କ ଠାରେ ପଞ୍ଜିକୃତ ହୋଇଥିବା ସ୍ଵତ୍ତେ ଏହି ସମାଜ ର ଜନସାଧାରଣ ଉମରକୋଟ ଅଂଚଳ ରେ ମୌଳିକ ଅଧିକାର ରୁ ବଞ୍ଚିତ ହୋଇଆସୁଛନ୍ତି ସର୍ବେପରି ସରକାରଙ୍କର ମୁଖ୍ୟ ଯୋଜନା ରୁ ବଂଚିତ ହେଉଥିବା ଅଭି ଯୋଗ ଆଣିବା ସ୍ଵତ୍ତେ ଏ ବର୍ଗ ର ଲୋକ ମାନଙ୍କ ପ୍ରତି ଟି ଅଧିକାର କୁ ଡ଼ମ୍ବ ଜାତିର ହୋଇନଥିବା ବ୍ୟକ୍ତି ମାନେ ସରକାରୀ କ୍ଷେତ୍ର ରେ ସୁବିଧା ସୁଯୋଗ ନେଇ ଯାଉଥିବା ଅଭି ଯୋଗ ଆଣିଛନ୍ତି ସେମାନେ ଙ୍କ ଅଭିଯୋଗ ରେ ଡ଼ମ୍ବ ଖିଷ୍ଟିଯାନ ମାନେ ଏସ. ସି ପ୍ରମାଣ ପତ୍ର ନେଉଛନ୍ତି ଓ ବଙ୍ଗୀୟ ସଂପଦାୟ ବ୍ୟକ୍ତି ମାନେ ଏସ. ସି ପ୍ରମାଣ ପତ୍ର ପାଉଛନ୍ତି ଏହାଫଳରେ ସରକାରଙ୍କ ପ୍ରକୁତ ଅନୁସୂଚିତ ଜାତି ସୁବିଧାରୁ ବଂଚିତ ହେଉଛନ୍ତି ଏହିପରି ସରକାରୀ କାର୍ଯ୍ୟାଳୟ ରେ ମଧ୍ୟ ଏସ. ସି ଡ଼ମ୍ବ ଜାତି ଲୋକ ଙ୍କୁ ଅଧିକାର ମିଳୁନାହିଁ ନିଯୁକ୍ତି ଅଣ ଜାତି ବ୍ୟକ୍ତି ଅଧିକାର ପାଉଛନ୍ତି ଏହି ଦାବି ଡ଼ ଆମ୍ବେଦକର ଡ଼ମ୍ବ ସମାଜ ଉମରକୋଟ ବ୍ଲକ ତରଫରୁ ଜଣାଇ ବିଭିନ୍ନ ପ୍ରମାଣ ପତ୍ର ଦାବି ସ୍ଵତ୍ତେ ସୁବିଧା ଓ ଅନ୍ୟନ୍ୟ ଅଧିକାରୀ ଦେବା ପାଇଁ ଅତିରିକ୍ତ ତହସିଲଦାର, ଭାରପ୍ରାପ୍ତ ଥାନା ଧିକାରୀ ଉମରକୋଟ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ଅଧିକାରୀ କୁ ଦାବି ପତ୍ର ଦେଇଛନ୍ତି