You are currently viewing ଡଃ.ଭୀମରାଓ ଆମ୍ବେକର ଡ଼ମ୍ବ ସମାଜ ଉମରକୋଟ ବ୍ଲକ ତରଫରୁ ମାସିକ ବୈଠକ ଅନୁଷ୍ଠିତ ।
ଡଃ.ଭୀମରାଓ ଆମ୍ବେକର ଡ଼ମ୍ବ ସମାଜ ଉମରକୋଟ ବ୍ଲକ ତରଫରୁ ମାସିକ ବୈଠକ ଅନୁଷ୍ଠିତ ।

ଉମରକୋଟ , ୦୬/୦୨ – ( ବେହେଡା ଲାଳଧର ଦୁର୍ଗା ) -:- ଡ଼ଃ.ଭୀମରାଓ ଆମ୍ବେକର ଡ଼ମ୍ବ ସମାଜ ଉମରକୋଟ ବ୍ଲକ ତରପରୁ ଏକ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା ୨୬ ଟି ପଂଚାୟତ ର ସଭାପତି ଏବଂ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ l ଆଉ ବ୍ଲକ କମିଟି ହଳଧର ଦୁର୍ଗା – ଉପଦେଷ୍ଟା, ବିମଲ ବାଘ – ସଭାପତି, ହଳଧର ନିହଲ- ଉପସଭାପତି, ରାଜମନ ବାଘ – ସହ ସମ୍ପାଦକ, ପର୍ଶୁରାମ ଜାଲ, ପେଣ୍ଡ୍ରା ବାଘ, ନିରଂଜନ ବାଘ, ଲଷ୍ମଣ ଜଗତ, ହେଡୁ ହରିଜନ, ସାନଧର ସୁନା,ପଦଲାମ ବାଘ, ଦେବା ଦୁର୍ଗା,କିଷ୍ନା ନେତାମ ଏମାନେ ମୁଖ୍ୟ ବ୍ୟକ୍ତି ଭାବେ ସଭାରେ ଉପସ୍ଥିତ ଥିଲେ । ମାସିକ ବୈଠକ ରେ ପ୍ରତ୍ୟକ ମାସର ତା ୦୫ ରିଖରେ ବ୍ଲକ ର ମୁଖ୍ୟ ବକ୍ତା ଓ ପଂଚାୟତ ରେ ପ୍ରତ୍ୟେକ ସଭାପତି ବୈଠକ ରେ ଉପସ୍ଥିତ ରହିବାକୁ ନିଧାରଣ କରାଗଲା । ମାସିକ ବୈଠକ ଯେଉ ପଦବିର ବେକ୍ତି ମାନେ ବୈଠକ ରେ ଜଗଦାନ ନ ହେଲେ ଫାଇନ ସରୂପେ ୧୫୧ ଟଙ୍କା ଜରିମାନା ନିଆଜିବ ବୋଲି ନିଷ୍ପତି କରାଗଲା । ମାସିକ ବୈଠକ ରେ ନିଷ୍ପତି କରାଗଲା ଯେ ୨୬ ଟି ପଞ୍ଚାୟତର ସଭାପତି ଆଗାମୀ ବୈଠକ ରେ ୫୦୦ ଟଙ୍କା ଲେଖାଏଁ ସମାଜ ପ୍ରତି ଜମା କରିବା ନିମନ୍ତେ ନିଧାରଣ କରାଗଲା ଏହି ଆଜିର ବୈଠକ ର ସଭାପତି ଙ୍କୁ ଧନ୍ୟବାଦ ଦେଇ ସଭା ସଙ୍ଗ କରାଗଲା ଲl