You are currently viewing ଖଲ୍ଲିକୋଟ ଗସ୍ତରେ ରାଜ୍ୟ ବିଜେପିର ପ୍ରଭାରୀ ଡି ପୁରନ୍ଦେଶ୍ବରୀ ।
ଖଲ୍ଲିକୋଟ ଗସ୍ତରେ ରାଜ୍ୟ ବିଜେପିର ପ୍ରଭାରୀ ଡି ପୁରନ୍ଦେଶ୍ବରୀ ।

ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ସଂସଦୀୟ କ୍ଷେତ୍ରରେ ସାଂଗଠନିକ ସ୍ଥିତି ସମୀକ୍ଷା ସହ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ। ଖଲ୍ଲିକୋଟ ସ୍ଥିତ ହୋଟେଲ୍ ଅତିଥିରେ ଦଳୀୟ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ବିଜେପିକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ଏଥିରେ ରାଜ୍ଯ ଉପସଭାପତି ଅନୀତା ଶୁଭଦର୍ଶନୀ, ଖଲ୍ଲିକୋଟ ବିଜେପି ନେତା ଅନୀଲ ପଣ୍ଡା, ପୂର୍ବତନ ସାଂସଦ ପ୍ରାର୍ଥୀ ମହେଶ ମହାନ୍ତି, ବରିଷ୍ଠ ବିଜେପି ନେତା ଅରୁଣ ପଣ୍ଡା, କୋଦଳା ନବ ନିର୍ବାଚିତ ଅଧ୍ୟକ୍ଷ ତଥା ଯୁବ ନେତା ସୂର୍ଯ୍ୟ ନାରାୟଣ ନାୟକ, ଯୁବ ନେତା ଯଜ୍ଞ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ରହି ଡି ପୁରନ୍ଦେଶ୍ବରୀକୁଂ ସ୍ବାଗତ କରିବା ସହ ବୈଠକରେ ଭାଗ ନେଇଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।