You are currently viewing ଖଲ୍ଲିକୋଟ ରେ ଉଦଘାଟନ ହେଲା ଗୁଜରାଟ ର ” ଆନମିରା ” ଟ୍ରେଣ୍ଡସ ର ସୋ ରୁମ |
ଖଲ୍ଲିକୋଟ ରେ ଉଦଘାଟନ ହେଲା ଗୁଜରାଟ ର ” ଆନମିରା ” ଟ୍ରେଣ୍ଡସ ର ସୋ ରୁମ |

ପବିତ୍ର ରଥ ଯାତ୍ରା ଅବସର ରେ ଖାଲ୍ଲୁକୋଟ ସହର 30 ନମ୍ବର ରାଜ୍ୟ ରାଜପଥ କଡ଼ ଆର ସି ଏମ ଜୁନିଅର କଲେଜ ନିକଟରେ ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି | ଉକ୍ତ ମେଗା ସୋ ରୁମ କୁ ଖଲ୍ଲିକୋଟ ବିଧାୟକ ଓ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ | ଉଦଘାଟନ କାର୍ଯ୍ୟକ୍ରମ ଦୁଇ ଜଣ ମହିଳା ଚିତ୍ର ତାରକା ରେ ଖଲ୍ଲିକୋଟ ବ୍ଲକ ଉପାଧ୍ୟାକ୍ଷ ଭାରତୀ ମହାରଣା ଙ୍କ ସମେତ ତୁଳସୀପୁର ସରପଞ୍ଚ ଶିକ ପାଣ୍ଡୀ, ଭିକାରି ଚରଣ ପାଣ୍ଡୀ, ଡାକ୍ତର ପ୍ରଧାନ, ରତ୍ନାକର ପ୍ରଧାନ ଓ ଆନମିରା କମ୍ପାନୀ ର ମ୍ୟାନେଜର ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ଉକ୍ତ ମେଗା ସୋ ରୁମ ରେ ପ୍ରବଳ ବର୍ଷା ସତ୍ବେ ମହିଳା ଓ ପୁରୁଷ ମାନେ ବିଧାୟକ ଶ୍ରୀ ସେଠୀ ଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ ଶୋଭାଯାତ୍ରା କୁ ପାଛୋଟି ନେଇଥିଲେ |ମେଗା ସୋ ରୁମ ରେ ସ୍ୱତନ୍ତ୍ର ଅଫର କୁ ଦେଖି ସୋ ରୁମ ରେ ଶାଢ଼ୀ କୁର୍ତ୍ତୀ ପ୍ରିମିୟମ ମାନ ର ସୁରଟ ର ରୁମ୍ପା ଜ୍ୱା୍ୱାଲାରି ଦ୍ୱାରା ପ୍ରସ୍ତୁତ
ୱାନ ଗ୍ରାମ ଅଳଙ୍କାର କିଣିବା ପାଇଁ ପ୍ରବଳ ଭିଡ଼ ହୋଇ ଥିଲା |ଉକ୍ତ ମେଗା ସୋ ରୁମ ରେ ହୋଲ ସେଲ ଓ ଖୁଚୁରା ସାମଗ୍ରୀ ସମେତ ଗୁଜରାଟ ର ସବୁଠାରୁ ଟେକ୍ସଟାଇଲ ବ୍ରାଣ୍ଡ ର ସାମଗ୍ରୀ ବିକ୍ରି ଆରମ୍ବ ହୋଇଛି |ଖଲ୍ଲିକୋଟ ରୁ ମାଧବ ବେହେରା ଙ୍କ ରିପୋର୍ଟ…..