ଭାରତୀୟ ଜନତା ଯୁବ ମୋର୍ଚ୍ଚା ଘୁମୁସର ଆସ୍କା ଜିଲ୍ଲା ସାନଖେମୁଣ୍ଡି ବ୍ଲକ ର କଙ୍କୋରଡା ମଣ୍ଡଳ ସଭାପତି ବିରୁପାକ୍ଷ ପ୍ରଧାନ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି, ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱଇଁ, ଜିଲ୍ଲା ଯୁବ ସଭାପତି ଅଜିତ ପଣ୍ଡା ଙ୍କ ପକ୍ଷ ରୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି,ଏହି ଦାୟିତ୍ୱ ପାଇଁ ଅମିତ ସାହୁ ରାଜ୍ୟ ଯୁବ ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱଇଁ, ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ଚିନ୍ମୟ ରେଡି, ଯୁବମୋର୍ଚ୍ଚା ସଭାପତି ଅଜିତ ପଣ୍ଡାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି
ରିପୋର୍ଟର -ସପନ ଦାସ
