You are currently viewing ଖଇରପୁଟି ଗ୍ରାମ ରେ ଉତ୍ସାହର ସହିତ ପାଳିତ ହେଲା ଦୋଳ ଯାତ୍ରା
ଖଇରପୁଟି ଗ୍ରାମ ରେ ଉତ୍ସାହର ସହିତ ପାଳିତ ହେଲା ଦୋଳ ଯାତ୍ରା

ବେଲଗୁଣ୍ଠା-06/03-ବେଲଗୁଣ୍ଠା ବ୍ଳକ ଖଇରପୁଟି ପଞ୍ଚାୟତ ର ଖଇରପୁଟି ଗ୍ରାମ ରେ କୋଭିଡିକଟକଣା ଯୋଗୁ ପ୍ରାୟ 3ବର୍ଷ ହେଲା ଵିଧି ଅନୁସାରେ ପାଳିତ ହୋଇ ଆସୁଥିଲା ଚଳିତ ବର୍ଷ କୋଭିଡି କଟକଣା ଉଠିଯାଇଥିବାରୁ ଏହି ବର୍ଷମହା ଆନନ୍ଦ ସାହିତବିଧି ବିଧାନ ରେ ପାଳନ କରାଯାଇଛି ଦୋଳ ଯାତ୍ରା ବିଭିନ୍ନ ଢଙ୍ଗ ରେ ଉଦ୍ଦୀପନା ସହିତ ଦୋଳ ଯାତ୍ରା ପାଳିତ ହୋଇଯାଇଛି I ଲୋକ ମାନେ ବହୁ ଖୁସି ଉପଭୋଗ କରି ଠାକୁର ଙ୍କୁ ଗ୍ରାମ ରେ ଧରି ବିଧି ଅନୁସାରେ ଗ୍ରାମ ପରିକ୍ରମା କରିଥିଲେ ଏବଂ ଦୁଇ ଦିନ ପ୍ରଯନ୍ତ
ଠାକୁର ଦର୍ଶନ ବହୁତ ଖୁସି ରେ ଲୋକମାନେ କରିପାରୁଛନ୍ତି ଏବଂ ଦୁଇ ଦିନ ପରେ ଲଙ୍କାପୋଡି ମଧ୍ୟ ହେବ ତା ସାଙ୍ଗେ ସାଙ୍ଗେ ମନରଞ୍ଜନ କାଯ୍ୟକ୍ରମ ବି ହେବ l

ରିପୋର୍ଟ-ଶିବରାମ ଚୌଧୁରୀ