You are currently viewing ଆମ୍ବ ଏକ ଋତୁ ଦିନିଆ ଫଳ ହୋଇ ମଧ୍ୟ ବେଶ ଉପକାରୀ
ଆମ୍ବ ଏକ ଋତୁ ଦିନିଆ ଫଳ ହୋଇ ମଧ୍ୟ ବେଶ ଉପକାରୀ

ଆମ୍ବ ଆମ ଶରୀର ପାଇଁ ଯେତିକି ଉପକାରୀ ସେତିକି ସୁଆଦିଆ ମଧ୍ୟ ବର୍ତ୍ତମାନ ଆମ୍ବଋତୁ ଆସିଛି ବଜାର ରେ ପ୍ରବଳ ମାତ୍ରା ରେ ଦେଖା ଯାଏଁ ମଧ୍ୟ ଆମ ମାନଙ୍କ ମଧ୍ୟରେ କେତେ ଜଣ ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରୁଥିଲା ବେଳେ ଆଉ କେତେ ଜଣ ଜୁସ କରି ପିଇବାକୁ ପସନ୍ଦ କରିଥାନ୍ତି ଆମ୍ବ ଖାଇବା ଦ୍ଵାରା ଶରୀର ର ହଜମ ଶକ୍ତି ବୃଦ୍ଧି ପାଇଥାଏ କମ୍ ସମୟ ବ୍ୟବଧାନରେ ଭୋକ ମଧ୍ୟ ଲାଗିଥାଏ ଅନାନ୍ୟା ଯେପରି ଦୃଷ୍ଟି ଶକ୍ତି ତଥା ଆଖି ଜନିତ ସମସ୍ୟା ର ସମାଧାନ ବି ଆମ୍ବ ଖାଇବା ଦ୍ଵାରା ଦୂର ହୋଇଥାଏ ଏହା କୋଲେଷ୍ଟ୍ରଲ କମ୍ କରିବା ସହ ଆମ ଶରୀର ତ୍ଵଚାକୁ ମଧ୍ୟ ଚିକ୍କଣ, ସୌନ୍ଦର୍ଯ୍ୟ ବଦ୍ଧକ କରିଥାଏ ଆମ୍ବକୁ ନେଇ ମଧୁମେହ ରୋଗୀଙ୍କର ଏକ ଭୁଲ ଧାରଣା ଆମ୍ବ ଖାଇବା ଦ୍ଵାରା ରକ୍ତଶର୍କରା ବଢିଯିବା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆମ୍ବ ଖାଇବା ଜରୁରୀ ହୋଇଥାଏ ଅନ୍ୟ ଏକ ଜରୁରୀ କଥା ଆମ୍ବ ଖାଇବା ଦ୍ଵାରା କର୍କଟ ରୋଗ ହେବା ସମ୍ଭାବନା କମ୍ ହୋଇଥାଏ