You are currently viewing ଭାଟ କୁମରଡ଼ା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ର ଦ୍ୱାଦଶ ସିବିଏସ ପରୀକ୍ଷାରେ ସୋମ୍ୟଜିତ ଅଲ ଓଡିଶା ରାଙ୍କରେ ସପ୍ତମ
ଭାଟ କୁମରଡ଼ା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ର ଦ୍ୱାଦଶ ସିବିଏସ ପରୀକ୍ଷାରେ ସୋମ୍ୟଜିତ ଅଲ ଓଡିଶା ରାଙ୍କରେ ସପ୍ତମ

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଭାଟକୁମ ରଡା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ରେ ସିବିଏସ ପରୀକ୍ଷା ଫଳ ପ୍ରକାଶିତ | ଦଶମ ପରୀକ୍ଷା ଫଳ ପାଶହାର 95%71 ପ୍ରତିଶତ ରହିଥିଲା ବେଳେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳପାସ ହାର 96%87 ପ୍ରତିଶତ ରହିଥିବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ର ଅଧକ୍ଷ ସନ୍ତୋଷ କୁମାର ମହାପାତ୍ର | ତେବେ ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିଲେ 70 ଜଣ ସେମଧ୍ୟରୁ ପାସ ହୋଇଛନ୍ତି 67 ଜଣ | 90% ରୁ ଅଧିକ ନଂ ରଖୁ 9 ଜଣ, ପ୍ରଥମ ଶ୍ରେଣୀ ରେ 55ଜଣ,ଦୂତୀୟ ଶ୍ରେଣୀରେ 12 ଜଣ ଏବଂ କମ୍ପାର୍ଟ ମେଣ୍ଟ ରେ 3ଜଣ ରହିଥିଲା ବେଳେ ସ୍କୁଲ ରେ ଟପର ଲିଷ୍ଟ ରେ ଅଛନ୍ତି ସୁଷ୍ପୀତା ସାହୁ, ସେ 94.4%ପ୍ରତିଶତ ରଖି ଉତୀର୍ଣ୍ଣ ହୋଇ ଛନ୍ତି |

ସେହିପରି ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିଲେ 32ଜଣ ଏବଂ ପାସ ହୋଇ ଛନ୍ତି 31 ଜଣ, | ସେମଧ୍ୟରୁ 90 ପ୍ରତିଶତ ରୁ ଅଧିକ ନଂ ରଖୀ 4ଜଣ ପିଲା ପାସ ହୋଇଥିଲା ବେଳେ ପ୍ରଥମ ଶ୍ରେଣୀରେ 29ଜଣ,ଦୂତୀୟ ଶ୍ରେଣୀରେ 2ଜଣ, ଏବଂ କମ୍ପାର୍ଟ ମେଣ୍ଟ ଏକ ଜଣ ହୋଇଛନ୍ତି | ତେବେ ଟପର ରେ ଜଣେ ଅଛନ୍ତି ସେହେଲେ ସୌମ୍ୟଜିତ ପାଣି ଗ୍ରାହୀ ସର୍ବମୋଟ 94.2 % ନଂ ରଖି ପାସ ହୋଇ ଛନ୍ତି |

ଖାଲି ସେତିକି ନୁହଁ ସୌମ୍ୟ ଜିତ ଅଲ ଓଡିଶା ଆଦର୍ଶ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀପରୀକ୍ଷାରେ 7ମ ରେଙ୍କରେ ରହି ସ୍କୁଲ ସହିତ ବ୍ଳକ ଏବଂ ଜିଲ୍ଲପାଇଁ ଗୌରବ ଆଣିଛନ୍ତି
ପୁରୁଷୋତ୍ତମପୁର ପ୍ରତିନିଧି: ପ୍ରସନ୍ନ କୁମାର ଦାସ