କୋଦଳା
-ଗଞ୍ଜାମଜିଲ୍ଲା କୋଦଳା ଥାନା ଇଲାକାରେ ଜଣେ ନାବାଳିକା ଏକ ପାସେଞ୍ଜର ଅଟୋରେ ବସି ନିଜ ଗାଁ କୋଦଳା କୁ ଫେରୁଥିଲେ ! ବୁଢା ଆମ୍ବ ଗ୍ରାମର ଅଟୋଚାଳକ ସୁଭେନ୍ଦୁ ପୋଲେଇ ଓରଫ୍ (ରାକେଶପୋଲେଇ
) ନାବାଳିକା ଙ୍କୁ ଅଟୋରେ ବସାଇ ନେଇ ପ୍ରଥମେ ବ୍ରହ୍ମପୁର ଆଡକୁ ଚାଲି ଯାଇଥିଲେ ! ସେଠାରେ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିବା ନେଇ କୋଦଳା ଥାନାରେ ପିଡିତା ନାବାଳିକା ଙ୍କ ଅଭିଯୋଗ ହୋଇଥିଲା ! ପିଡିତାଙ୍କ ଅଭିଯୋଗକୁ ଭିତିକରି କୋଦଳା ପୋଲିସ୍ ଅଟୋ ଚାଳକ ଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ! ଅଟୋ ଚାଳକ ଜଣକ ବୁଢାଆମ୍ବ ଗ୍ରାମର ସୁଭେନ୍ଦୁ ପୋଲେଇ ଓରଫ୍ ରାକେସ ପୋଲେଇ ଙ୍କୁ କୋଦଳା ପୋଲିସ୍ ଗିରଫ୍ କରି 271/2023ରେ ଏକ ମାମଲା ରୁଜୁ କରି ପୋସ୍କ କୋର୍ଟ ବ୍ରହ୍ମପୁର କୁ ଚାଲାଣ କରିଥିବା ସୁଚନା ଦେଇଛନ୍ତି କୋଦଳା ଥାନା ଅଧିକାରି ଉମାକାନ୍ତ ସାହୁ !ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
