You are currently viewing ନଗରପାଳଙ୍କ ଦ୍ୱାରା ଫାଷ୍ଟଫୁଡ ଉଦଘାଟନ
ନଗରପାଳଙ୍କ ଦ୍ୱାରା ଫାଷ୍ଟଫୁଡ ଉଦଘାଟନ

ବେଲଲଗୁଣ୍ଠା -:3/07/23-:ବେଲଗୁଣ୍ଠା ସହରର ବେଙ୍ଗେଇବନ୍ଧ ପ୍ରାନ୍ତରେ ଏକ ଫାଷ୍ଟଫୁଡ ଦୋକାନ ଉଦଘାଟନ ହୋଇଯାଇଛି | ବିଜ୍ଞାପିତ ଅଞ୍ଚଳ ପରିଷଦ, ବେଲଗୁଣ୍ଠା ର ନଗରପାଳ ଫିରୋଜ କୁମାର ସେଠି ଙ୍କ ସମେତ ନିର୍ବାହୀ ଅଧିକାରୀ ଏସ. ରାକେଶ କୁମାର ପାତ୍ର, ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ଉପ ସଭାପତି ନମିତା ଜେନା, କୃଷ୍ଣ ଡାକୁଆ ଓ ଏନ ଏ ସି ର ସମସ୍ତ ପାରିଷଦଙ୍କ ଉପସ୍ଥିତିରେ ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ଖୁବ ଧୂମଧାମରେ କରାଯାଇଥିଲା | ଦୋକାନ ମାଲିକ ବାପ ସ୍ୱାଇଁ ସମସ୍ତ ଅତିଥିଙ୍କୁ ଉପଢୌ୍କନ ଦେଇ ସ୍ୱାଗତ କରିବା ସହ ସମସ୍ତଙ୍କୁ ଭୋଜନ ପରିବେଷଣ କରିଥିଲେ |
ରିପୋର୍ଟ -ଶିବରାମ ଚୌଧୁରୀ