ବ୍ରହ୍ମପୁର, ୧୯/୧୧ – ( ପ୍ରଫୁଲ୍ଲ ସାବତ ) -:- ୧୯୬୧ମସିହାରେ ଗଠିତ କଳିଙ୍ଗ ବୈଶ୍ୟ ମହାସଂଘ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନିର୍ବାଚନ ଅଧିକାରମାନଙ୍କ ତତ୍ତ୍ଵାବଧାନରେ ନିର୍ବାଚିତ ହୋଇ ବିଭିନ୍ନ ପଦବୀ ର ଦାୟିତ୍ଵ ସମ୍ପାଦନ କରି ଆସୁଛନ୍ତି, ଗତ ୨୦୧୭ରେ ମହାସଂଘର ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଏହି ବର୍ଷ ଦାୟିତ୍ଵ ସରିବା ପାଇଁ ଥିବାରୁ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି, ଏହା ଆସନ୍ତା ଡ଼ିସେମ୍ବର ମାସ ୧୧ତାରିଖରେ ହେବାକୁ ଥିବା ନିର୍ବାଚନ ପାଈଁ ଆଜି ୧୯ଜଣ ପlର୍ଥି 5ଗୋଟି ପଦବୀ ନିମନ୍ତେ ନୂତନ ପlର୍ଥୀ ପତ୍ର ଦାଖଲ କରିଛନ୍ତି, ଏହି ନିର୍ବାଚନ କୁ ପ୍ରତିଷ୍ଠିତ ଶ୍ଳିପପତି,ସମାଜ ସେବୀ ତଥା ଆମ୍ବୃତଦୁନିଆ ଦୈନିକ ପତ୍ରିକା ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ନାରାୟଣ ପାତ୍ର କଳିଙ୍ଗ ବୈଶ ମହାସଂଘ ଓଡ଼ିଶାର ସଭାପତି ପଦବୀ ପାଇଁ ପାର୍ଥି ପତ୍ର ଦାଖଲ କରିଛନ୍ତି l.

ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ କେ.ଗୋପାଳକୃଷ୍ଣ ସେନାପତି, ସଭାପତି ,ଶ୍ରୀଯୁକ୍ତ ଇ ପୁରୁଷ ତମ ପାତ୍ର,ସଂପାଦକ ଶ୍ରୀଯୁକ୍ତ ବି ରାମ ନାରାୟଣ ସୁବୁଦ୍ଧି,ସମେତ ବହୁ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଦାୟିତ୍ଵ ରେ ଉପସ୍ଥିତ ଥିଲେ l ଶ୍ରୀଯୁକ୍ତ ପାତ୍ର ସର୍ବ ପରି ବହୁ ସମର୍ଥକ ଙ୍କ ସହ ଶ୍ରୀ ଶ୍ରୀ ଶ୍ରୀ କନ୍ୟକା ପର୍ମେଶ୍ଵରି ଙ୍କ ଆଶ୍ରିବlଦ ନିମନ୍ତେ ପୂଜାପାଠ କରିବା ପରେ ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜର ପlର୍ଥି ପତ୍ର ଦାଖଲ କରିଥିଲେ l

