You are currently viewing ଆମ ହିନ୍ଦୁ ପରମ୍ପରାରେ ଆଜି ପବିତ୍ର ଗହ୍ମା ଡିଆଁ ପର୍ବ ପାଳନ !
ଆମ ହିନ୍ଦୁ ପରମ୍ପରାରେ ଆଜି ପବିତ୍ର ଗହ୍ମା ଡିଆଁ ପର୍ବ ପାଳନ !

-ଗହ୍ମାପୁର୍ଣ୍ଣିମା ଶ୍ରାବଣି ପୁର୍ଣ୍ଣିମା ନାମରେ ପ୍ରସିଦ୍ଧ ଅଟେ ! ଆଜିର ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣମା ଅବସରରେ ଗହ୍ମା ପୂର୍ଣ୍ଣମା ପାଳନ କରିବା ସହ ଶ୍ରୀ ବଳଦେବ ମହାପ୍ରଭୁଙ୍କ ଜନ୍ମ ଉଛବ ମଧ୍ୟ ପାଳନ କରାଯାଉଛି !ଗାଁଗାଁରେ ଯୁବକ ମାନେ ମାଟିରେ ଗହ୍ମା ତିଆରି କରି ଯୁବକ ମାନେ ଗହ୍ମା ଡିଆଁ ପ୍ରତିଯୋଗିତା କରିଥାନ୍ତି ଏଭଳିକି ନାବାଳିକା ମାନେ ଚେୟାରଟେବୁଲ୍ ,
ଛୁଞ୍ଚି ସୁତା , କବାଡି ,ଅଖାଦୌଡ ଆଦି ପ୍ରତି ଯୋଗିତା ରେ ଭାଗନେଇ ନିଜ ନିଜର ପୁରସ୍କାର ହାସଲ କରିଥାନ୍ତି ! ହେଲେ ପିଢି ଅନୁଯାଇ ତାହା କେଉଁଠି ନାଁ କେଉଁଠି ତାହା ଗହ୍ମା ଡିଆଁ ପ୍ରତିଯୋଗିତା ଲୋପ ପାଇବାରେ ବସିଲାଣି ! ଜଦିଓ ଗହ୍ମା ଡିଆଁ ଦେଖିବାକୁ ମିଳୁଛି ତାହା ଗାଁଗହଳରେ କାଁ ଭାଁ
ଦେଖିବାକୁ ମିଳୁଛି ! ହେଲେ ଆଜି ବି ବୁଗୁଡା ହରିଶରଣ ପୁର ଗାଁରେ ଜୁବପିଢି ଏହି ଗହ୍ମା ଡିଆଁ ପ୍ରତିଯୋଗିତା ର ପର୍ବ ଟିକୁ ବଞ୍ଚାଇ ରଖିଛନ୍ତି ! ଏବଂ ଏହି ଗହ୍ମାଡିଆଁ ପ୍ରତିଯୋଗିତାରେ ଗାଁର ସମସ୍ତ ପିଲାମାନେ ଯୋଗଦେଇ ଥାନ୍ତି ପ୍ରତିଯୋଗିତାରେ !
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।