ଏହି ବୈଠକ ରେ ଜ଼ିଲ୍ଲା ର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର ସଭାଟିକୁ ପରିଚାଳନା କରିଥିଲେ ଏବଂ ଏହି ସଭାରେ ଭାରତୀୟ ଜନତା ପାର୍ଟି ର ବହୁ କର୍ମକର୍ତା ଯୋଗଦାନ କରିଥିଲେ. ଅଲେଖ ନାଏକ , ଶ୍ୟାମସୁନ୍ଦର ସତପଥି, ସଞ୍ଜୟ ଗୁପ୍ତା, ରାଜେନ୍ଦ୍ର ବିଶି, ରାଜକିଶୋର ପାଣ୍ଡେ, ନିରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ.
ଏହି ସଭା ରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର ଆମ ଦେଶ ର ସହିଦ ଯବାନ ମାନକ ଉଦେଶ୍ୟ ରେ ହେବାକୁ ଥିବା ଅମୃତ ବାଟିକା ରେ କେମିତି ଭାରତର ପ୍ରତେକ ଜ଼ିଲ୍ଲା ଏବଂ ପ୍ରତେକ ପରିବାର ରୁ ମାଟି ଯାଇକି ଲାଗିବ ସେଇ ବିଷୟ ରେ ଆଲୋଚନା ହୋଇଥିଲା. ରିପୋର୍ଟ ରଞ୍ଜନ ହୋତା
