You are currently viewing ଗଣପତି କ୍ଲବ ଝିଲିମୁଣ୍ଡା,ଚ!ରଭଟା, ସୋନେପୁ୍ର ପକ୍ଷରୁ 16 ତମ ଗଣେଶ ପୂଜା ଉପଲକ୍ଷୟେ ନୂଆଁଖାଇ ଦିନ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହଇଯାଇଛି….
ଗଣପତି କ୍ଲବ ଝିଲିମୁଣ୍ଡା,ଚ!ରଭଟା, ସୋନେପୁ୍ର ପକ୍ଷରୁ 16 ତମ ଗଣେଶ ପୂଜା ଉପଲକ୍ଷୟେ ନୂଆଁଖାଇ ଦିନ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହଇଯାଇଛି….

ପ୍ରତି ବର୍ଷ ପରି ଏହିବର୍ଷ ମଧ୍ୟ ନୂଆଁ ଖାଇ ଦିନ ଅତି ଉଲ୍ଲାସ ର ସହିତ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହଇଯାଇଛି ଏହି ପ୍ରତିଯୋଗିତା ରେ ମୂଖ ଅତିଥି ଶ୍ରୀଯୁକ୍ତ ଅଜିତ କୁମାର ମିଶ୍ର ପୂର୍ବତନ ପ୍ରାଥମିକ ଶିକ୍ଷକ ଏବଂ
ରଘୁବୀର ମହାକୁର,
ଶ୍ରଦ୍ଧାଞ୍ଜଳି ମିଶ୍ର,ପୁର୍ଣିମା ସା, ଦେବେନ୍ଦ୍ର ଭୋଇ,ଡ଼ଃ ଆଶୁତୋଷ ମିଶ୍ର ଏବଂ ସମ୍ନାନନୀୟ ଅତିଥି ଉପସ୍ଥିତ ଥିଲେ.
ପୂର୍ବତନ ସମିତି ସଭ୍ୟ ଶ୍ରୀ ରାଜେନ୍ଦ୍ର ପାଣି, ପୂର୍ବତନ ସରପଞ୍ଚ ଶ୍ରୀମତୀ ନିରୁପମା ପାଣି, ଗ୍ରାମର ଗନ୍ତିଆ ଟିକେଶ୍ୱ କୁଉଁର,ଲଳିତ କୁଉଁର, ୱାର୍ଡ ମେମ୍ବର ତାଜ ମହମ୍ମଦ ଏବଂ ସନ୍ତୋଷ ମହାକୁର ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତି ଥିଲେ ଏବଂ ଗଣପତି କ୍ଲବ ର ସଦସ୍ୟ ପ୍ରକାଶ ଚଦ୍ର ସାହୁ, ମୁନା ତ୍ରିପାଠୀ,ସଂଜିତ ବାରିକ, ଜମେଶ୍ୱର ସା,ପ୍ରହଲ୍ଲାଦ ରଣା , ଟିକୁନୁ କୁଉଁର,ସାନୁ ରାଣ, ରଶ୍ମିରଂଜନ ବେହେରା,କାର୍ତ୍ତିକ ପାଣି ରହି ଡ୍ୟାନ୍ସ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ. ଏହି ଡ୍ୟାନ୍ସ ପ୍ରତିଯୋଗିତା ରେ ଅର୍ଜୁନପୁର ର ଲିପୁନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବାଲିଖମାର ର ଅନୁସୟା ନାଗ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଝିଲିମୁଣ୍ଡା ର ସରିତା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲା. ଏହି ଡ୍ୟାନ୍ସ ପ୍ରତିଯୋଗିତା ରେ ମୂର୍ତ୍ତି କଳାକାର,ଶିକ୍ଷକ, ସମାଜସେବି, ଚାଷୀ ମନକୁ ସମ୍ଭର୍ଦ୍ଧନା କରାଯାଇଥିଲା |