ସାନଖେମୁଣ୍ଡି : ୨୩/୦୯/୨୩ (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସ୍ଥିତ ତପ୍ତପାଣି ଆଶ୍ରମ ବିଦ୍ୟାଳୟ ରେ ଅଭିଭାବକ ମାନ ଙ୍କୁ ନେଇ ସଭାପତି ଚୟନ କାଯ୍ୟକ୍ରମ ଅନୁଷ୍ଠିତ ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୋନଜ କୁମାର ପାତ୍ର ଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାନଖେମୁଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଓ ମୁଖ୍ୟ ବକ୍ତା ଆଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ରଥ ସାନଖେମୁଣ୍ଡି ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅନ୍ତର୍ଯ୍ୟାମୀ ପାଡୀ ସଭାପତି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସମ୍ବାରୁ ଶବର ସନ୍ନମାନିତ ଅତିଥି ଓ ଟି ଗୋବିନ୍ଦପୁର( ସି ଆର ସି ସି )ସନାନ୍ତନ ସେଠୀ ସନ୍ନମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ ଶ୍ରବେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପପ୍ରଜ୍ଜଳନ ପୂର୍ବକ ସଭା ଉଦ୍ଘାଟନ ପରେ ପ୍ରଧାନ ଶିକ୍ଷକ ଦ୍ୱାରା ବ୍ରାସିକ ବିବରଣୀ ପଠନ କରାଯାଇଥିଲା ତା ପରେ ମାଷ୍ଟର ଟ୍ରେନର ସ୍ୱରୂପା କୁମାରୀ ସାହୁ ସରକାର ଙ୍କ ଏସ୍ ଏସ୍ଟି ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ଆଶ୍ରମ ବିଦ୍ୟାଳୟ ର ଭୂୟସୀ ପ୍ରଶଂସା କରିବାସହ ଛାତ୍ର ଛାତ୍ରୀ ମାନେ ଶିକ୍ଷାବ୍ରତୀ ହେବା ଉଚିତ ବୋଲି କରିଥିଲେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ରଥ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱ ତେଣୁ ତାହାରି ଯତ୍ନ ନିହାତି ଜରୁରୀ କହିଥିଲେ ଏହି କାଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରକୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଟନ କରାଯାଇଥିଲା ପରିଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୁତିକ କାଯ୍ୟକ୍ରମ ହୋଇଥିଲା ଅଭିଭାବକ ମାନଙ୍କ ପାଇଁ ଭୋଜନର ବ୍ୟବସ୍ତା ବି କରାଯାଇଥିଲା ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏ ଏନେ ଏମ ଟ୍ରେନର ଆଦି ସହଯୋଗ କରିଥିଲେ ଶେଷରେ ପ୍ରଧାନ ଶିକ୍ଷକ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ କାଯ୍ୟକ୍ରମ ସାଙ୍ଗ କରାଯାଇଥିଲା

ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ଆଇ ଜେବୀ ନିୟୁଜ
