ସାନଖେମୁଣ୍ଡି: (ରଘୁନାଥ ନାୟକ)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପୋଡାମାରୀ ଠାରେ ଭାରତୀୟ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶୁଭ ଆରମ୍ଭ ଲିଙ୍କ ବ୍ରାଞ୍ଚ ଛଣମେରୀ ଡ଼େଙ୍ଗାଉସ୍ତା ପୁଡାମାରି ପେଟ୍ରୋଲ ପମ୍ପ ସାମ୍ନା ରେ ଭରାତିୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଗ୍ରାହକ ସେବା କେନ୍ଦ୍ର ର ଶୁଭଆରମ୍ବ ହୋଇଯାଇଛି ଏଠାରେ ନୂତନ ଖାତା ହୋଲିବା ଏବଂ ୧୦ ବର୍ଷ ବୟସ ର ଛୋଟ ପିଲାଙ୍କ ଖାତା ଖୋଲା ଯିବାପ୍ରଧାମନ୍ତ୍ରୀ ଜୋନ ଧନ୍ ଯୋଜନା ରେ ଖାତା ଖୋଲା ଯିବା ଏବଂ ପ୍ରଧାମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରତ୍ୟେକ ୧୮ବର୍ଷ ରୁ ଆରମ୍ଭ କରି ୭୦ ବର୍ଷ ବୟସ ମଧ୍ୟରେ ପ୍ରତ୍ୟେକ ଷ୍ଟେଟ୍ ବ୍ୟାଙ୍କ ଖାତା ଧାରି ମାନେ ଏହି ବୀମା ରେ ଅନ୍ତର୍ଭୁକ୍ତ ହୋଇପାରିବେ। ପିଏମଜି ବାଇ ପ୍ରଧାମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ଅନ୍ତର୍ଭୁକ୍ତ କରିବାକୁ ହେଲେ ସେ ଷ୍ଟେଟ୍ ବ୍ୟାଙ୍କ ଖାତା ଧାରୀ ହେବା ନିହାତି ଦରକାର ଆଉ ୧୮ ରୁ ୫୦ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ଏ ପି ୱାଇ ଅଟଳ ପେନସନ ଯୋଜନା ୧୮ବର୍ଷ ରୁ ୪୦ବର୍ଷ ବୟସ ମଧ୍ୟରେଏହିଁ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥଭାବେ ଯୋଗ ଦେଇଥିଲେ ପୋଡାମାରୀ ସମିତି ସଭ୍ୟା ପ୍ରତିନିଧି ଶ୍ରୀଯୁକ୍ତ କେ ରାମେଶ୍ବର ପାତ୍ର ଏବଂ ପୁଡାମାରି ସରପଞ୍ଚ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ବିଷୋୟୀ ଏବଂ ସାନଖେମୁଣ୍ଡି ଦୈନିକ ଆଶା ଖବର କାଗଜର ସାମ୍ବାଦିକ ରଘୁନାଥ ନାୟକ ଏବଂ ମୋଳାଭଣଜା ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ ଏବଂ ନାୟବ ସରପଞ୍ଚ ଶ୍ରୀ ଯୁକ୍ତ ବିଟୁ ଗୌଡ଼ ପୂର୍ବ ତନ ସମିତି ସଭ୍ୟ ଶ୍ରୀ ଯୁକ୍ତ ତୋଫାନ ସ୍ୱାଇଁ ,ପୂର୍ବତନ ସରପଞ୍ଚ ପ୍ରାଥୀ ସୂର୍ଯ୍ୟ ନାରାୟଣ ଦଳବେହେରା
ତତ୍ ସହିତ ଉପସ୍ଥିତ ଥିବା ମିନି ବ୍ୟାଙ୍କ ର ର ମୂଖ୍ୟ ପରିଚାଳକ ଶ୍ରୀ ଡ଼ି ସନ୍ତୋଷ କୁମାର ଦୋରା ଏବଂ ଜେ ନୀଳାଞ୍ଚଳ ଦୋରା ଏବଂ ସହଯୋଗୀ ସନ୍ତୋଷ ସାହୁ କେ ବୁଲୁ ଦୋରା ପୀତବାସ ପ୍ରଧାନ ଜେ ସୁକାନ୍ତ ଦୋରା ସନ୍ତୋଷ ସାହୁ

ଏସ ଅରୁଣ ଦୋରା ଜେ ମୋନଜ ଦୋରା ପିତବାସ ଭୂୟାଁ ଏସ ରଞ୍ଜନ ଦୋରା କାଳିଆ ସେଠୀ ନୀଳାଞ୍ଚଳ ସାହୁ ଏସ ଦୀପା ଦୋରା ଏସ ଗଣେଷ ଦୋରା ବୁଲୁସାହୁ କାଁହୁ ଚରଣ ମହାପାତ୍ର ପ୍ରଦୀପ କୁମାର ପ୍ରମୁଖ ଉପସ୍ଥିତ ରହି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଗ୍ରାହକ ସେବା କେନ୍ଦ୍ର ର ଶୁଭଆରମ୍ବ କରାଯାଇଛି
ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ଆଇ ଜେବୀ ନିୟୁଜ
