You are currently viewing ମିଶନ ଜିରୋ ହାର୍ମ କାର୍ଯ୍ୟକ୍ରମ
ମିଶନ ଜିରୋ ହାର୍ମ କାର୍ଯ୍ୟକ୍ରମ

ଭଞ୍ଜନଗର ଟିପିଏଶୋ ଡି ଏଲ ଦ୍ୱାରା ମିଶନ ଜିରୋ ହାର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଭଞ୍ଜନଗର ଟିପିଏଶୋ ଡି ଏଲ ର କର୍ମଚାରୀ ମାନେ ବିଭିନ୍ନ ପ୍ରକାର ସଚେତନ ପୋଷ୍ଟର ଧରି ସହର ପରିକ୍ରମା କରିଥିଲେ।କର୍ମଚାରୀ ଓ ଉଚ୍ଚ ପ୍ରଦସ୍ତ କର୍ମଚାରୀ ମାନେ କାର୍ଯ୍ୟ କରିବା ସମୟରେ କେଉଁ ପ୍ରକାର ସୁରକ୍ଷା ନୀତି ଅବଲମ୍ଵନ କରିବେ ଓ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବେ ତାହା ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ଅନେକ ସମୟରେ ସୁରକ୍ଷା ଓ ନିରାପଦ ବିଦ୍ୟୁତ ଉପକରଣ ବ୍ୟବହାର ଉପରେ ଅବହେଳା ଦୃଷ୍ଟିରୁ ଅନେକ ଗୁଡିଏ ଦୁର୍ଘଟଣା ହୋଉଛି।ଟାଟା ପାବାର ଦ୍ୱାରା ଶୁନ୍ୟ କ୍ଷତି ଯୋଜନା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଟିପିଏଶୋ ଡି ଏଲ ଦ୍ୱାରା ଜହ୍ନ ମାମୁ ସୁରକ୍ଷା ପୁସ୍ତକ ଉନ୍ମୋଚିତ ହୋଇଥିଲା।ନିଜର ସୁରକ୍ଷା ସହ ପରିବାର ସୁରକ୍ଷା କିପରି ହୋଇ ପାରିବ ଏହି ପୁସ୍ତକ ରେ ସମସ୍ତ ପ୍ରକାର ତଥ୍ୟ ଏଥିରେ ସ୍ଥ।ନିତ ହୋଇଛି
ବିଦ୍ୟୁତ ଉପକରଣ ବ୍ୟବହାର ସମୟରେ ଭଲ ଭାବରେ ପରଖୀ ନିଅନ୍ତୁ
କାର୍ଯ୍ୟ କରିବା ପୂର୍ବରୁ ସୁରକ୍ଷା ଜୋନ ସୃଷ୍ଟି ନିଶ୍ଚିତ କରନ୍ତୁ
ଉଚତାରେ କାମ କରିବା ସମୟରେ ଉପଯୁକ୍ତ ସୀଢୀ ବ୍ୟବହାର ଜରନ୍ତୁ