କଟକ ତା ୦୨,୦୧,୨୪ରିଖ ମଙ୍ଗଳବାର ସନ୍ଧ୍ୟା ୬ ଘଟିକା ସମୟରେ କଟକ ଜିଲ୍ଲା କଂଗ୍ରେସ ତରଫରୁ କଟକ ସଦର ବ୍ଲକ ଅନ୍ତର୍ଗତ ବମ୍ବୁରୀ ଠାରେ ୨୦୦୬ ମସିହାରେ ବିଜେଡି ଓ ବିଜେପି ମିଳିତ ମେଣ୍ଟ ସରକାର କଳିଙ୍ଗ ନଗର ଠାରେ ନିରୀହ ୧୩ ଜଣ ଆଦିବାସୀ ମାନଙ୍କୁ ହତ୍ୟା କରିବା ସହିତ ବନ୍ଧୁକ ମୁନରେ ଜବରଦସ୍ତ ବିସ୍ଥାପିତ କରିବା ,ଆନ୍ଦୋନକାରୀ ମାନଙ୍କ ହlତପାପୁଲି କାଟି ଦେବା ଭଳି ନର ସ୍ନହlର କାର୍ଯ୍ୟ ଭାରତ ବର୍ଷ କୁ ଦୋହଲାଇ ଦେଇଥିଲା ।ସେହି ନିରୀହ ଅଦିବlସି ମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏକ ମହମ୍ ବତୀ ଶୋଭଯାତ୍ରା କଟକ ଜିଲ୍ଲା କଂଗ୍ରେସ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଯାଇଅଛି ।ଉକ୍ତ ଶୋଭା ଯାତ୍ରା କଟକସଦର ବ୍ଲକ କଂଗେସ ସଭାପତି ରାମଚନ୍ଦ୍ର ଗୋଚ୍ଛାୟତ ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ହୋଇଥଲା ।ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା କଂଗ୍ରେସ ର ଉପ ସଭାପତି ଶିଶିର କୁମାର ରଥ, ମନୋଜ ବିଶ୍ଵାଳ,ବରିଷ୍ଠ କଂଗ୍ରସ ନେତା ଆଲୋକ ନନ୍ଦ,ସମ୍ପାଦକ ଉଗ୍ରସେନ ଭୂୟାଁ,ନିହାର ନନ୍ଦ,ଋଷି କlଣ୍ଡି, ବ୍ରହ୍ମl ନନ୍ଦ ରାଉତ, ଅକ୍ଷୟ କୁମାର ରାଉତ, ଦିଲ୍ଲିପ କୁମାର ମଲ୍ଲିକ,ରଞ୍ଜନ ନାୟକ,ଅକ୍ଷୟ ସାମଲ,ପାଣ୍ଡବ କୁମାର ଜେନା,ଟୁନା ସାମଲ,ସୂର୍ଯ୍ୟମଣି ସାମଲ,ପାପୁନି ସାମଲ,ମନୋଜ କୁମାର ନାୟକ, ରିଟୁ ଜେନା,ପବିତ୍ର କୁମାର୍ ସାମଲ,ଫକୀର ସାମଲ,ଚନ୍ଦ୍ର ଶେଖର ରାଉତ, ମିଲି ନାୟକ,ଲକ୍ଷ୍ମୀ ଜେନା, ଟିକୁନି ସାମଲ,ମମି ସାମଲ,ସୁଲି ସାମଲ , ଶୈଳ ସାମଲ,କୁନି ସାମଲ,ବେବିନା ସାହୁ,ତନୁଜା ଭୂୟାଁ,ଛବିଲା ଖlତୁନ,ସବିତା ପଣ୍ଡା,ସରୋଜିନୀ ପରିଡ଼ା,କୌଶଲ୍ୟା ନାୟକପ୍ରମୁଖ ଉପସ୍ଥିତ ଥିଲେ
