You are currently viewing ପଟିଗୁଡା ରେ ଆଞ୍ଚଳିକ ଆଥିକ ବିକାଶ କେନ୍ଦ୍ର ଅନୁଷ୍ଠିତ
ପଟିଗୁଡା ରେ ଆଞ୍ଚଳିକ ଆଥିକ ବିକାଶ କେନ୍ଦ୍ର ଅନୁଷ୍ଠିତ

ତା ସାନଖେମୁଣ୍ଡି: (ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା
ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଆଞ୍ଚଳିକ ଆର୍ଥିକ ବିକାଶ କେନ୍ଦ୍ର (ନେଭି ନେଚୁରାଲ ରେଡିସିନଣ୍ଡ )ତରଫରୁ ମଂଗଳ ସୂତ୍ର ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ ଶିବିର କୁ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର ପଟିଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ସିମାଞ୍ଚଳ ଗୌଡ଼ ଉଦଘାଟନ କାଯ୍ୟକର୍ମ ରେ ଯୋଗ ଦେଇଥିଲେ ଓ ସ୍ୱୟଂଶାହାୟିକା ମାନଙ୍କ ଆର୍ଥିକ ବିକାଶ ବିଷୟ ଆଲୋଚନା କରିଥିଲେ ଏବଂ ଗ୍ରାମାଞ୍ଚଳ ରେ କେମିତି କାର୍ଯ୍ୟକ୍ର ମସ୍ୱୟଂଶାହାୟିକା ଗ୍ରୁଫ ମାନଙ୍କ ଉନ୍ନତି ହେବ ସେ ବିଷୟରେ ଆଲୋଚନା ହୋଇଥିଲା ସ୍ୱୟଂଶାହାୟିକା ଗୋଷ୍ଠି ମନେହେଲେ ଓଁ ସାଇ ଗ୍ରୁଫ,

ମା କାଳୀ, ମା ତାରାତାରିଣୀ, ମା ଶୀଧେଶ୍ଵରୀ, ମା ଧନେଶ୍ୱରୀ, ମା କୁରେଇଶୁନି, ମା ଜଗଧମ୍ଭା, ମା ବାଳକୁମାରୀ ମା ରାମେଶ୍ୱରି, ସମସ୍ତ ଗ୍ରୁଫସଦସ୍ୟ ଉପସ୍ଥିତ ଥିଲେ ଏବଂ ଶ୍ରୀ ସୁନୀଲ ନାୟକ ମଙ୍ଗଳ ସୂତ୍ର ପ୍ରସ୍ତୁତି ର ପ୍ରଶିକ୍ଷଣ (ଏସ ଏଚ ଜି )ମା ମାନଙ୍କୁ ପ୍ରଦାନ କରିଥିଲେ lଏହା ସହିତ ପଟିଗୁଡା ଗ୍ରାମ ର ମହିଳା ସ୍ୱୟଂସହାୟିକା ଗୋଷ୍ଟି ର ସଭ୍ୟ ମାନେ,(ସି ଆର ପି )ପୂଜାଗୌଡ଼ ଏବଂ ପ୍ରଜେଟ ମେନେଜର ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ ଯୋଗଦାନ କରିଥିଲେ