You are currently viewing ଖଲ୍ଲିକୋଟ :ରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ
ଖଲ୍ଲିକୋଟ :ରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଖଲ୍ଲିକୋଟ 2/2 ଶୁକ୍ରବାର ଦିନ ଖଲ୍ଲିକୋଟ ଥାନା ର ନୂତନ ଥାନା ଅଧିକାରୀ ଭାବେ ନରେଶ କୁମାର ସାହୁ ଯୋଗ ଦେଇଥିବା ଜଣାଅପଡ଼ିଛି |ଖଲ୍ଲିକୋଟ ଥାନା ଅଧିକାରୀ ଭାବେ ଶ୍ରୀ ସାହୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଚଳିତ ବର୍ଷ ସାଧାରଣ ନିର୍ବଚନ ଅନୁଷ୍ଠିତ ହେଉଥିବା ଯୋଗୁ ଅଇନ ଶୃଙ୍ଖଳା କୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି | ନୂତନ ଭାବେ ନିଯୁକ୍ତ ଥାନା ଅଧିକାରୀ 2009 ବ୍ୟାଚ ର ସେ ଢେଙ୍କାନାଳ ରୁ ଖଲ୍ଲିକୋଟ ଥାନାରେ ଯୋଗ ଦେଇଛନ୍ତି | ବିଦାୟୀ ଥାନା ଅଧିକାରୀ ଜଗନାଥ ମଲ୍ଲିକ ନୂତନ ଆଇ ଆଇ ସି ଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ |ନୂତନ ଥାନା ଅଧିକାରୀଙ୍କୁ ବିଭିନ୍ନ ବୁଦ୍ଧିଜୀବୀ ଓ ରାଜନେତା ମାନେ ସ୍ୱାଗତ ଜଣାଇଛନ୍ତି |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ