ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସ୍ମାର୍ଟ୍ ସ୍କୁଲ୍ ପରିଦର୍ଶନ ; ପ୍ରଧାନ ଶିକ୍ଷକଙ୍କ ନିଷ୍ଠାପର ଚେଷ୍ଟା ବଳରେ ହିଁ ରୂପାନ୍ତରିତ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇପାରିବ
ବେଲଗୁଣ୍ଠା, 20/02, ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡି .…
