You are currently viewing ପଟିଗୁଡା ପଞ୍ଚାୟତରେ ମଧୁବାବୁ ପେନ୍ସନ୍ ଯୋଜନା ରେ ନୂତନ ହିତାଧି କରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପଟିଗୁଡା ପଞ୍ଚାୟତରେ ମଧୁବାବୁ ପେନ୍ସନ୍ ଯୋଜନା ରେ ନୂତନ ହିତାଧି କରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି : (ରଘୁନାଥ ନାୟକ)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ରେ ରାଜ୍ୟ ସରକାର ଙ୍କ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ବଣ୍ଟନ ହୋଇଛି ଏହି ପରିପ୍ରକ୍ଷୀରେ ପଟିଗୁଡା ପଞ୍ଚାୟତ କାଯ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଆଗରୁ ୫୦୦ ଟଙ୍କା ମେଲୂଥିବା ବେଳେ ଆଉ ୫୦୦ ଟଙ୍କା ବୃଦ୍ଧି ପାଇଛି ତେଣୁ ରାଜ୍ୟର ସବନିମ୍ନ ସାମାଜିକ ସୁରକ୍ଷା ଭତ୍ତା ବର୍ତମାନ ୧୦୦୦ ଟଙ୍କା କୁ ବୃଦ୍ଧି ପାଇଛି ଏବଂ ପଞ୍ଚାୟରେ ନୂତନ ଭତ୍ତା ୮୬ ଜଣକୁ ପ୍ରଦାନ

କରିଥିବା ବେଳେ ପ୍ରତେକ ରାସନ କାର୍ଡ ଧାରିକୁ ୧୦୦୦ ଟଙ୍କା ଲାଖେ ଦିୟା ଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ , ସରପଞ୍ଚ ସିମାଞ୍ଚଳ ଗୌଡ଼ ଏବଂ ନାଏବ ସରପଞ୍ଚ ଓ ପିଇଓ ପି ରାମପ୍ରସାଦ ପୁଷ୍ଟି (ଜି ଆର ଏସ )ଶିବରାମ ସାହୁ ଯୁଗଣା ସହାୟକ ରିଙ୍କି ମହାରଣା ବି ଏଫ ଟି ବିଜୟ ନାୟକ ଏବଂ ପଟିଗୁଡା ଗ୍ରାମ ପଞ୍ଚାୟତ ର ସମସ୍ତ ହିତାଧିକାରୀ ଓ କ୍ରମୀ ମାନେ ପ୍ରମୁଖ ଉପସ୍ଥିତ ରହି କାର୍ଯୟକ୍ରମ ଟିକୁ ସଫଳ କରିଥିଲେ

ରିପୋର୍ଟ: ରଘୁନାଥ ନାୟକ