You are currently viewing ବିଜେପି ର ଲାଭାର୍ଥୀ କର୍ମଶାଳା ଅନୁଷ୍ଠିତ
ବିଜେପି ର ଲାଭାର୍ଥୀ କର୍ମଶାଳା ଅନୁଷ୍ଠିତ

ଚକାପାଦ : ୧୫/୩ – ଚକାପାଦ ରେ ଥିବା ରାଜୀବ ଗାନ୍ଧି ସେବକେନ୍ଦ୍ର ଠାରେ ଲାଭାର୍ଥ ସମ୍ପର୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ! ଏଥିରେ ଚକାପାଦ ମଣ୍ଡଳ ସଭାପତି ସରୋଜ ସାହୁ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ର ସମ୍ପାଦିକା ଆଶା ଲାକ୍ରା, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥି, ପ୍ରଭାରୀ ନିରଞ୍ଜନ ପୂଜାରୀ, ଚକାପାଦ ଜିଲ୍ଲା ପରିଷଦ ସଭ୍ୟା ରାଞ୍ଚନା ନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦେବାଶିଷ ପ୍ରିୟଦର୍ଶନ ସାହୁ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ତଥା ଚକାପାଦ ସରପଞ୍ଚ ଉମା ଚରଣ ପ୍ରଧାନ, ଫୁଲବାଣୀ ନଗରପାଳ ସଭାପତି ସୁଶାନ୍ତ ମହାନ୍ତି, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ଏସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମବିଶି ଦିଗାଲ, ଫୁଲବାଣୀ ପୌରାଞ୍ଚଳ ଅଧକ୍ଷା ସ୍ମିତାରାଣୀ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳ ବେହେରା, ଲୋକସଭା ସଂଯୋଜକ ପଦ୍ମଚରଣ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମୁକ୍ତିକାନ୍ତ ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗଣେଶ ସାହୁ, ପସରା ସରପଞ୍ଚ ସୁମନ୍ତ ମଲ୍ଲିକ, ବୁଥ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ! ଏଥିରେ ଅଗାମି ସାଧାରଣ ନିର୍ବାଚନ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ପ୍ରତି ଗ୍ରାମର ଆସିଥିବା ଲୋକମାନ ଙ୍କୁ କେନ୍ଦ୍ର ସରକାର ଦେଉଥିବା ସହାୟତା ଉପରେ ବୁଝାଇବା ସହ କ୍ୟାଲେଣ୍ଡର ଓ ମୋଦି ଗ୍ୟାରେଣ୍ଟି ପତ୍ର ପ୍ରଦାନ କରାଯଇଥିଲା ! କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରୁ ବାଳକୃଷ୍ଣ କହ୍ନର ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ !