You are currently viewing ଖଲ୍ଲିକୋଟରେ ବିଜେପି ଘୁମୁସର ଜିଲ୍ଲା ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା
ଖଲ୍ଲିକୋଟରେ ବିଜେପି ଘୁମୁସର ଜିଲ୍ଲା ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

ଖଲ୍ଲିକୋଟ, ତା 27/04/24,ଶନିବାର ଦିନ ବିଜେପିର ଘୁମୁସର ଜିଲ୍ଲା ନବ ନିଯୁକ୍ତ ସଭାପତି ବିଜୟ କୁମାର ସ୍ବାଇଁଙ୍କୁ ସ୍ଥାନୀୟ ବିଜେପି କର୍ମକର୍ତ୍ତା ,ବିଜେପି ବିଧାୟକ ପ୍ରାର୍ଥୀ ପୂର୍ଣ ଚନ୍ଦ୍ର ସେଠୀ ,ବିଜେପି ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ଅନୀଲ ପଣ୍ଡା,ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଯଜ୍ଞ ନାରାୟଣ ଦାସ, ଖଲ୍ଲିକୋଟ ବିଧାନସଭା ସଂଯୋଜକ ଶଙ୍କର ପ୍ରସାଦ ନାହାକଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ବାଗତ ସମ୍ଵର୍ଦ୍ଧନା ଜଣାଇଥିଲେ।
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ