You are currently viewing ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ ହେଲେ ରାଜ୍ୟ ବିଜେଡି ସମ୍ପାଦକ
ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ ହେଲେ ରାଜ୍ୟ ବିଜେଡି ସମ୍ପାଦକ

ପୁରୁଷୋତ୍ତମପୁର ବ୍ଲକ ର ଯୁବ ରାଜ ନିତିଜ୍ଞ ତଥା ସିଏଚ ନୂଆଙ୍ଗା ର ପୂର୍ବତନ ସମିତି ସଭ୍ୟ, ଗଞ୍ଜାମ ଜିଲ୍ଳା ବିଜେଡିର ସମ୍ପାଦକ ଥିବା ନିର୍ମଳ ଚନ୍ଦ୍ର ସାହୁ ଙ୍କୁ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଆଜି ତାଙ୍କୁ ରାଜ୍ୟ ସମ୍ପାଦକ ଭାବେ ଚାରି ଜଣଙ୍କ ମଧ୍ୟରୁ ତାଙ୍କୁ ଏକ ବିଜେଡିର ପ୍ରେସ ଇସ୍ତାହାର ରେ ତାଙ୍କ ନାମ ରହି ତାଙ୍କୁ ଦାୟିତ୍ୱ ମିଳିଛି | ଏହି ପ୍ରେସ ଇସ୍ତାହାର ପାଇବା ପରେ ନିର୍ମଳ ଚନ୍ଦ୍ର ସାହୁ ବହୁତ ଖୁସି ହେବା ସହ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ 5ଟି ଅଧକ୍ଷ ଭିକେ ପାଣ୍ଡିଆନ, ରାଜ୍ୟ ସଙ୍ଘଟନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, (ବବି ) ଙ୍କୁ କୃତଜ୍ଞତା ଜଣାଇ ଛନ୍ତି | ଏହାସହ ଜିଲ୍ଲା ପର୍ଯ୍ୟ ବେକ୍ଷକ , ଜିଲ୍ଲା ବିଜେଡି ସଭାପତି ଙ୍କ ସହିତ ଅନ୍ୟନ୍ୟ ନେତା ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଛନ୍ତି | ତାଙ୍କର ଏହି ରାଜ୍ୟ ସମ୍ପାଦକ ଦାୟିତ୍ୱ ମିଳିବା ଖବର ପାଇ ପୁରୁଷୋତ୍ତମପୁର ବ୍ଲକ ର ଅଧକ୍ଷା ପିଙ୍କି ବେହେରା, ଓ 26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଓ ନେତା କର୍ମୀ ଙ୍କ ସହ ତାଙ୍କର ବହୁ ଶୁଭେଛୁ ମାନେ ନିର୍ମଳ ଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି | ଆଗାମୀ ଦିନରେ ତାଙ୍କର ଚଲା ପଥ କୁସୁମିତ ହେଉ ବୋଲି ମା ତାରା ତାରିଣୀ, କନକ ଦୁର୍ଗା, ଦକ୍ଷିଣ କାଳୀ, ଜଗନ୍ନାଥ ଓ ଗୁପ୍ତେଶ୍ୱର ଙ୍କ ପାଖରେ ପାର୍ଥନା କରିଛନ୍ତି |

ରିପୋର୍ଟ ପ୍ରସନ୍ନ କୁମାର ଦାସ