You are currently viewing ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ମନ୍ତ୍ରୀଙ୍କୁ ସମର୍ଦ୍ଧନା
ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ମନ୍ତ୍ରୀଙ୍କୁ ସମର୍ଦ୍ଧନା

ପୋଲସରା ୦୮/୦୭/୨୪ ଷୋହଳ ଖଣ୍ଡ ଗୋପାଳ ସମାଜର ଆଠଗଡ ତାଲୁକା ଭିତିରି ମୁଠାର ପରିଷଦର ନବ ନର୍ବାଚିତ କର୍ମକର୍ତ୍ତାମାନେ ଆଜି ଭୂବନେଶ୍ବର ଗଣେଶ ମଣ୍ଡପ ସ୍ଥିତ ବାସଭବନରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଳିକଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହିତ ସମାଜର ସମସ୍ତ କର୍ମକର୍ତ୍ତା ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରି ସମାଜର ବିଭିନ୍ନ ସୁବିଧା ଅସୁବିଧା ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ମଳିକଙ୍କୁ ଭେଟିବା ପରେ ସମଗ୍ର ଗୋପାଳ ସମାଜରେ ଖୁସିର ଲହରୀ ଖେଳିଯାଇଛି।ସଭାପତି ନିରଞ୍ଜନ ଗୌଡ,ଉପ ସଭାପତି ନିକାନ୍ତ ଗୌଡ, ସମ୍ପାଦକ ରମେଶ ଚନ୍ଦ୍ର ଗୌଡ,ସହ ସମ୍ପାଦକ ସନ୍ତୋଷ କୁମାର ଗୌଡ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଗୌଡ,ରତ୍ନାକର ଗୌଡ,
ନାରଣ ଗୌଡ,ଲକ୍ଷ୍ମୀ ଗୌଡ,
ଦ୍ୱିତି କୃଷ୍ଣ ଗୌଡ,କୃଷ୍ଣ ଚନ୍ଦ୍ର ଗୌଡ,ନୁଲା ଗୌଡ,ବେଣୁଧର ଗୌଡ,ପଞ୍ଚାନନ ଗୌଡ,ରଞ୍ଜନଗୌଡ,ସୂର୍ଯ୍ୟ ନାରାୟଣ ଗୌଡ,ଧୋବା ଗୌଡ ଉପସ୍ଥିତ ଥିଲେ।