You are currently viewing କଲେଜ ଉନ୍ନୟନ ପରିଷଦ ଅନୁଷ୍ଠିତ;-
କଲେଜ ଉନ୍ନୟନ ପରିଷଦ ଅନୁଷ୍ଠିତ;-

ବ୍ରହ୍ମପୁର
କଲେଜ ଉନ୍ନୟନ ପରିଷଦ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨ୟ ପରିଷଦ ସଭା ତା. ୦୯/୦୮/୨୦୨୪ ରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସିନେଟ୍ ହଲ୍ ରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ଗୀତାଞ୍ଜଳି ଦାସ ଅଧ୍ୟକ୍ଷତା କରିଥିଲେ। ଏଥିସହିତ ପ୍ର. ସୁକାନ୍ତ କୁମାର ତ୍ରିପାଠୀ, ନିର୍ଦ୍ଦେଶକ, କଲେଜ ଉନ୍ନୟନ ପରିଷଦ, ପ୍ର. ସୁଧାକର ପାତ୍ର, ନିର୍ଦ୍ଦେଶକ, IQAC CELL, ଶ୍ରୀ ମନୋରଞ୍ଜନ ନାୟକ, ଯୁଗ୍ମ ସଚିବ, ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ଏବଂ ୧୬ ଟି କଲେଜର ଅଧ୍ୟକ୍ଷ ଉପସ୍ଥିତ ରହି କଲେଜମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲେଚନା କରିଥିଲେ। ଶେଷରେ ପ୍ର. ସୁଧାକର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ IJB ନ୍ୟୁଜ୍।