You are currently viewing ରାମଚନ୍ଦ୍ର ବେହେରାଙ୍କୁ ଙ୍କୁ ଓଡ଼ିଶାର ସହ ପ୍ରଭାରୀଦାୟିତ୍ଵ।
ରାମଚନ୍ଦ୍ର ବେହେରାଙ୍କୁ ଙ୍କୁ ଓଡ଼ିଶାର ସହ ପ୍ରଭାରୀଦାୟିତ୍ଵ।

ମୁନିଗୁଡ଼ା/୬/୯ ରାୟଗଡ଼ା ଜିଲ୍ଲା ମୁନିଗୁଡା ର ରାମଚନ୍ଦ୍ର ବେହେରାଙ୍କୁ ରାଜ୍ୟ ବିଜେପି ର ସଦସ୍ୟତା ଅଭିଯାନ ୨୦୨୪ ର ‌ ସହ ପ୍ରଭାରୀ ଦାୟିତ୍ୱ ମିଳିଥିବା ମୁନିଗୁଡ଼ା ବିଜେପି କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି। ସେ ପୂର୍ବ ରୁ କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ର ପ୍ରଭାରୀ ସହ
ରାଜ୍ୟ ଓବିଶି ମୋର୍ଚ୍ଚା ର ଉପସଭାପତି ଭାବେ ଦାୟିତ୍ବ ତୁଲାଇବା ସହ ଏହି ଦାୟିତ୍ଵ ମଧ୍ୟ ତୁଲାଇବେ ବୋଲି ଜଣାଯାଇଛି। ଏହି ଦାୟିତ୍ବ ପାଇଲା ପରେ ଉଭୟ ଦାୟିତ୍ବ ସୂଚାରୁ ରୂପେ ତୁଲାଇ
ବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ଓବିଶି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମୁନିଗୁଡ଼ା ରୁ ଲାଡି ଶଙ୍କର ରାଓଙ୍କ ରିପୋର୍ଟ