You are currently viewing ଡ଼ି.ଆର୍.ପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ତରଫରୁ ସାଲିଆ ସାହି ସ୍ଥିତ ମୁଣ୍ଡା ବସ୍ତି ରେ ଜନ୍ମ ଦିନ ପାଳନ
ଡ଼ି.ଆର୍.ପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ତରଫରୁ ସାଲିଆ ସାହି ସ୍ଥିତ ମୁଣ୍ଡା ବସ୍ତି ରେ ଜନ୍ମ ଦିନ ପାଳନ

ଡ଼ି.ଆର୍.ପି ବିଷ୍ଣୁ ଶକ୍ତି ଚାରିଟି
ଟ୍ରଷ୍ଟ ର ଚେୟାରମ୍ୟାନ ଙ୍କ ଏକମାତ୍ର ସୂପୁତ୍ରି କନ୍ୟା ଙ୍କ ଜନ୍ମଦିନ ସାଲିଆସାହି ବସ୍ତି ସ୍ତିତ ମୁଣ୍ଡା ସାହି ରେ ଛୋଟ ଛୋଟ କୁନି କୁନି ପିଲା ଙ୍କ ସହ ଜନ୍ମଦିନ ଖୁସିର ସହ କେକ୍ କାଟି ପାଳନ କରିଛନ୍ତି ଏଥିରେ ଶୁଖିଲା ଖାଦ୍ୟ ବଣ୍ଟନ ସହିତ ଛୋଟ ଛୁଆ ଙ୍କ ପାଇଁ ଚକୋଲେଟ୍ ,କୁର୍କୁରେ , ଆଇସକ୍ରିମ, ବିସ୍କୁଟ , ଇତ୍ୟାଦି ଜିନିଷ ବଣ୍ଟନ କରିଛନ୍ତି ଆଉ ତାଙ୍କ ପାଠପଢ଼ା ଭଲରେ କେମିତି ହେବ ସମସ୍ତେ ସ୍କୁଲ କିପରି ଯାଇପାରିବେ ପାଠ ପଢିପାରିବେ ଆଉ ଆମ ଦେଶ ରାଜ୍ୟ ର ନା କରିପାରିବେ ତାହା ମଧ୍ୟ ଆଶ୍ଵାସନା ଦେଇଛନ୍ତି ସେଇ କୁନି କୁନି ପିଲା ଙ୍କ ଓଠୋରେ କିଛି ଖୁସି ସୁଖ ଆଣିବା ପାଇଁ ଏଇ ଛୋଟ ପ୍ରୟାସ ଡ଼ି.ଆର୍.ପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ର ଏଥିରେ ଟ୍ରଷ୍ଟ ର ସମସ୍ତ ସଦସ୍ୟ ବୃନ୍ଦ ଓ ଟ୍ରଷ୍ଟି ମାନେ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଛନ୍ତି ଚେୟାରମେନ – ମିସେସ ରଞ୍ଜୁକ୍ତା କୁମାରୀ ବେହେରା, ରାକେଶ କୁମାର ମହାପାତ୍ର, ଦିଲ୍ଲୀପ ଜେନା , ନାରାୟଣ ସାହୁ, ମାନସ ଥାଟୋଇ , ରୋହନ ମହାପାତ୍ର, ନିକେଶ ସାହୁ, ସତ୍ୟବ୍ରତ ମହାରଣା, ସୋମନାଥ ଚନ୍ଦ୍ର, ଦୀପା ସାହୁ,ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଛନ୍ତି