You are currently viewing କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ;
କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ;

କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି। କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ ସେବା ଓ କର୍ତ୍ତବ୍ୟବୋଧ ବିଷୟ ରେ ସଚେତନ କରିବା ପାଇଁ ପ୍ରତିବର୍ଷ ମେ 12 କୁ ଆନ୍ତର୍ଜାତିକ ନର୍ସ ଦିବସ ରୂପେ ପାଳିତ ହୋଇ ଆସିଛି।ଏହି ଦିବସ ର ମୁଖ୍ୟ ବିଷୟ ଥିଲା *“ଆମର ନର୍ସ ଆମର ଭବିଷ୍ୟତ ,.. ନର୍ସ ମାନଙ୍କ ଯତ୍ନ ଦ୍ୱାରା ଅର୍ଥ ନିତି ସୁଦୃଢ ହୋଇ ପାରିବ, ଏହି କାର୍ଯକ୍ରମ ପ୍ରାରମ୍ଭ ରେ ନର୍ସିଂ ର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟେଙ୍ଗଲ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାାଇଥିଲା । ଏହା ବ୍ୟତୀତ ଆମ୍ଭ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ କିଛି ଭିଡିଓ ମାଧ୍ୟମ ରେ ନିଜ କଳା ପ୍ରଦର୍ଶୀତ କରିଥଲେ । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଅ ନୁସୟା ପଟନାୟକ ( ପ୍ରଫେସର ହେଚୋଡି କିମିସ) , ଡ଼କ୍ଟର ରିତାଞ୍ଜଳୀ ସାହୁ (ପ୍ରିନସିପାଲ ଅଫ ଅଶ୍ବିନୀ କଲେଜ ଅଫ ନର୍ସିଙ୍ଗ) ଏବଂ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର. ସୁଜାତା ଶତପଥୀ, ସଭାପତି ଡ଼କ୍ଟର ରେଣୁବାଳା ପଣ୍ଡା, ନିର୍ଦ୍ଧେଶକ ଇଁ ସୁମନ କୁମାର ସେନାପତି, ପରିଚାଳନା ସମ୍ପାଦକ ଡ଼ଃ ଯଜ୍ଞ ନାରାୟଣ ଦାଶ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସୁଦୀପ୍ତା ପ୍ରଧାନ ,ଏହି କାର୍ଯ୍ୟକ୍ରମ ର ସଂଗଠନ ସଚିବ ଯିଏ ଉକ୍ତ ବୈଠକ କୁ ସୁଗମ କରିବାରେ ସାହାଯ୍ୟ କରି ଆନ୍ତର୍ଜାତିକ ନର୍ସ ଦିବସ ଅତି ଶୃଙ୍ଖଳିତ ଏବଂ ନିରଳ ଭାବର