ସାନଖେମୁଣ୍ଡି :୨୨/୦୬ ( ଆରତ କୁମାର ହୋତା ) -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଓଡିଶା ସରକାର ଙ୍କ କାର୍ଯ୍ୟକାଳ ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପଳାସପୁର ସ୍ଥିତ କାଳୀ ମନ୍ଦିର ପରିସରରେ ବିକାଶ ର ଧାରା ଓଡିଶା ସାରା ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ପଞ୍ଚାୟତ ସ୍ତରରେ ସୁ ଶାସନ ସହ ଗ୍ରାମଞ୍ଚଳରେ ବିକାଶର ପରିର୍ବତ୍ତନ ହେଇଥିବା ନେଇ ଏହି କାର୍ଯ୍ୟକ୍ରମ ଦ୍ଵାରା ଲୋକଙ୍କୁ ସଚେତନତା କରିଥିଲେ । ଗ୍ରାମଞ୍ଚଳରେ ବିକାଶ କୁ ହାତ ପାହାନ୍ତା ରେ ପହଞ୍ଚାଇବା ସହ ସରକାରୀ ଯୋଜନାର ସୁବିଧା ନେବା ପାଇଁ ଜନ ସାଧାରଣ ଙ୍କୁ ସଚେତନତା କରିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ରହିଥିଲା, ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଅଧ୍ୟକ୍ଷ ରେ ହେଇଥିବା ବେଳେ ମୁଖ୍ୟ ଯୋଗ ଦେଇଥିଲେ ସମ୍ମାନିତ ଅଥିତି ଭାବେ ସାନଖେମୁଣ୍ଡି ସମିତି ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ଚିନ୍ମୟ ରେଡ଼ି, ବିଜେପି ନେତା ଜୟଶନ ପ୍ରଧାନ ଯୋଗ ଦେଇଥିଲେ, ବ୍ଲକ ପକ୍ଷରୁ ଏପିଓ ଇନଚାର୍ଜ ପଶାନ୍ତ ଗୌଡ଼, ଏ ବିଡ଼ିଓ, ଏମାଇ, ବ୍ଲକ ପାଇନ୍ସ ଅଫିସ ର, ବି ଏସ ଏସ ଓ ରମାକାନ୍ତ ମାଝୀ,ପରିଚାଳନା କରିଥିଲେ ଏହି ଅବସରରେ ବିଭିନ୍ନ ଷ୍ଟଲ ମାନ ଖୋଲା ଯାଇଥିଲା ।

