You are currently viewing କୁକୁଡ଼ାଖଣ୍ଡି ବ୍ଲକରେ ଶ୍ରେଷ୍ଠ ପଞ୍ଚାୟତ ମସିହା ଖାଲି ପଞ୍ଚାୟତ
କୁକୁଡ଼ାଖଣ୍ଡି ବ୍ଲକରେ ଶ୍ରେଷ୍ଠ ପଞ୍ଚାୟତ ମସିହା ଖାଲି ପଞ୍ଚାୟତ

ବ୍ରହ୍ମପୁର ସହର ନିକଟ କୁକୁଡ଼ାଖଣ୍ଡି ବ୍ଲକ ଅଧୀନରେ ମସିହା ଖାଲି ପଂଚାୟତ, ଦୀର୍ଘ ଦଶ ବର୍ଷର ପଛୁଆ କାର୍ଯ୍ୟ ବର୍ତ୍ତମାନ ବେଶ ଅଗ୍ରଗତି ରେ ଚାଲିଛି, ବ୍ଲକ bdo ଶ୍ରୀମତୀ ପଲବୀ ସ୍ୱାଇଁ ନିର୍ଦ୍ଦେଶ ରେ ପଚାୟତ ବହୁ ଉର୍ଣ୍ଣଟି ମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି, ଯେମିତି କି, ଡ୍ରେନ, ସ୍କୁଲ , ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ, କୋଠା ଘର ସମେତ ଗ୍ରାମ ସଫା ସୁତାର ରଖିବାରେ ମୁଖ୍ୟ ନାୟକ ସାଜିଛନ୍ତି ମସିହା ଖାଲି ସରପଞ୍ଚ କାପଲ ବୁଲୁ। ଦୀର୍ଘ ବର୍ଷରୁ ପଡ଼ି ରହିଥିବା କାର୍ଯ୍ୟ କୁ ସଫଳ ରୂପାୟନ ଦେଇ ଚାଲିଛନ୍ତି ସରପଂଚ ଶ୍ରୀ ବୁଲୁ। ଗ୍ରାମର ମନ୍ଦିରକୁ ସରସ ସୁନ୍ଦର କରିବା ସହ ପଂଚାୟତ ବାସୀଙ୍କ ପ୍ରିୟ ସରପଂଚ ସାଜିଛନ୍ତି ସରପଞ୍ଚ ଶ୍ରୀ ବୁଲୁ। ଏପରି ଏକ ସରପଞ୍ଚ ପାଇଁ ମସିହା ଖାଲି ପଂଚାୟତ ବାସୀ ସରପଞ୍ଚ କାପଲ ଶ୍ରୀ ବୁଲୁକୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।