ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତ ଅଧିନରେ ଥିବା N. ଝାଲାରର୍ସିଂ ଗ୍ରାମରେ ଥିବା ଭିନ୍ନକ୍ଷମ ପୁରୁଷଙ୍କ ସ୍ତ୍ରୀ ଚନ୍ଦ୍ରମା ପ୍ରଧାନ ଆଜକୁ ୬୩ ବର୍ଷ ହେବ ବାର୍ଦ୍ଧକ୍ୟ ଭତ୍ତା ଏବଂ ଆବାସ ଯୋଜନାରୁ ବଞ୍ଚିତ । ସରକାରୀ ଅଧିକାରୀଙ୍କୁ ଦୁଃଖ ଯୋଣେଇଲେ ଉପରୁ ବୋଜେଟ ବନ୍ଦ ଅଛି ସେପୋଟୁ ଆସିଲେ ଦିଆଯିବ ବଲି ଉତ୍ତର ଦେଉଛନ୍ତି। ସରକାର ଯଦି ଏବେ ବାର୍ଦ୍ଧକ୍ୟ ଭତ୍ତା ଯଗ୍ୟ ଆସାୟୀ ହିତାଧିକାରୀଙ୍କୁ ନ ଦେବେ ଆଉ କେବ ଦିଆଯିବ ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଛି । କେବଳ ଆଗକୁ ଦେଖିବାକୁ ବାକି ରହିଲା କେବେ ସରକାର ଏହି ହିତାଧିକାରୀଙ୍କୁ ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଯୋଜନାରେ ସାମିଲ୍ କରିବେ ?
