You are currently viewing ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୃତ ସୌଦାମିନି ରଇତଙ୍କ ଘଟଣା, ଜାତୀୟ ମାନବ ଅଧିକାର ଆୟଗରେ ପଞ୍ଜୀକୃତ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୃତ ସୌଦାମିନି ରଇତଙ୍କ ଘଟଣା, ଜାତୀୟ ମାନବ ଅଧିକାର ଆୟଗରେ ପଞ୍ଜୀକୃତ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବେତାଗୁଡ଼ା ଠାରେ ଥିବା ଜବାହାର୍ଲାଲ୍ ନେହୁର୍ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟ ମାମଲା ବର୍ତ୍ତମାନ ଜାତୀୟ ମାନବ ଅଧିକାର ଆୟଗରେ ଜାତୀୟ ମାନବାଧିକାର ପ୍ରତୀରକ୍ଷା କାରି ଶ୍ରୀ ଯୁକ୍ତ ଭଜମନ ବିଶ୍ଵାଳ ଏ ନେଇ ଅଭିଯୋଗ ଦାଖଲ କରିବା ପରେ ଏନଏଚଆରସି ରେ ଏକ ମାମଲା କେସ ନମ୍ବର ୧୨୦୫/ ୧୮ /୨୧/୨୦୨୩ ପଞ୍ଜୀକୃତ ହୋଇଛି । ଏ ଘଟଣା ସମ୍ପୂର୍ଣ୍ଣ ତଦନ୍ତ ହେବା ସହ ଏଠାରେ ସମ୍ପୃକ୍ତ ଥିବା ଲୋକଙ୍କୁ କ୍ରିମିନାଲ କେସ ରେ ପଞ୍ଜୀକୃତ କରି କାଠ ଗୋଡାକୁ ଆଣି ସମ୍ପୃକ୍ତ ଅପରାଧି ମାନଙ୍କୁ ଦଣ୍ଡ ଦେବା ସହ ଜବାହାର ଲାଲ୍ ନେହୁର୍ ବିଦ୍ୟାଳୟ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରିଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ସ୍କୁଲ୍ ଏଣ୍ଡ ମାସ ଏଜୁକେସନ ର ସେକ୍ରେଟରୀଙ୍କୁ ଅଭିଯୋଗ ଦେବା ସହ ପରିବାରଙ୍କୁ ତିରିଶି ଲକ୍ଷ୍ୟ କ୍ଷତି ପୂରଣ ସମ୍ପୃକ୍ତ ଘଟଣାରେ ଜଡ଼ିତ ଥିବା କର୍ମଚାରୀ ମାନଙ୍କ ଦରମାରୁ ଦେବାକୁ ଅଭିଯୋଗ କାଯାଇଛି ।ଶ୍ରୀ ଭଜମନ ବିଶ୍ୱାଳ ଙ୍କ ଏହିପରି ସର୍ବଦା ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟ ଅନ୍ୟାୟ ର ସ୍ୱର ଉତ୍ତଳନ ଦେଖି ଜିଲ୍ଲା ବାସୀ ସାଧୁବାଦ ଜଣାଇଛନ୍ତି ।