ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ଗ୍ରାମରେ ନାବାଳିକାର ବାପା ମେଡ଼ିକାଲରେ ଚିକିତ୍ସା ହେଉଥିବାର ସୁଯୋଗ ଦେଖି ସେହି ଗ୍ରାମର ଜୈନକ ଯୁବକ ମଙ୍ଗଳବାର ମଧ୍ୟାହ୍ନରେ ଘରେ ପଶି ଜୋର ଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା |ନାବାଳିକାର ଚିତ୍କାର ସାହି ବାସି ଶୁଣିବା ପରେ ସଙ୍ଗେ ସଙ୍ଗେ ଆସି ନାବାଳିକାକୁ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କୁ ଜଣାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା କୁ ଭିର୍ତ୍ତି କରି କୋଟଗଡ ପୋଲିସ ଏକ ମାମଲା ନଂ.୬୨/୨୩ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିବା ପରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତ ମୋହନ ସାଗର ପ୍ରକାଶ କରିଛନ୍ତି |

ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ
- Post author:Prafulla Sabat
- Post published:June 7, 2023
You Might Also Like

୧୦ ହଜାର ଟଙ୍କା ଚୋରି ଅଭିଯୋଗରେ ଇନାମ ବେଲପଡ଼ାରୁ ଜଣେ ଗିରଫ ।

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ

ସମ୍ପତ୍ତି ହଡ଼ପକୁ ନେଇ ଥାନାକୁ ଦୌଡୁଛନ୍ତି ରାଜଶ୍ରୀ କିନ୍ନର, ନ୍ଯାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବାକୁ ଧମକ।

ଯୁବତୀଙ୍କ ଆତ୍ମହତ୍ୟା : ଆଠ ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର ଯେଇ ଭିଜିଲାନ୍ସ ଟ୍ରାପ ରେ ପଡିବା ପରେ ସମସ୍ତ ଙ୍କ ମନରେ କୋକେୟା ଭୟ ଲାଗି ରହିଛି |

କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

ମହିଳାଙ୍କ ଆତ୍ମହତ୍ୟା ; ପାରିବାରିକ କଳହ ସନ୍ଦେହ

ହୋଟେଲରେ ଗ୍ରାହକଙ୍କ ଉପରେ ଆକ୍ରମଣ: 5 ଗିରଫ

ଡକାୟତି ଯୋଜନାକୁ ପଣ୍ଡ କଲା କୋଦଳା ପୋଲିସ : ୫ ଗିରଫ, ପିସ୍ତଲ ବୋମା ଜବତ ।

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର୍ ବେପାରି

ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଜଣେ ଗିରଫ
