You are currently viewing ସ୍ବାଧିନତା ଦିବସ ପାଳିତ ଓ ମାଗଣାରେ ବୃକ୍ଷ ଚାରା ବଣ୍ଟନ ।
ସ୍ବାଧିନତା ଦିବସ ପାଳିତ ଓ ମାଗଣାରେ ବୃକ୍ଷ ଚାରା ବଣ୍ଟନ ।

କଟକ : ୭୭ ତମ ସ୍ବାଧିନତା ଦିବସ ପାଳିତ ହେବା ସହିତ ଭାସ୍କର ଜେନା କିସାନ ସେବା କେନ୍ଦ୍ର ତରଫରୁ ସୁମାଣ୍ଡିସ୍ଥିତ ପେଟ୍ରେଲ ପମ୍ପରେ ଆଜି ଦୁଇ ହଜାରରୁ ଅଧିକ ବୃକ୍ଷ ଚାରା ମାଗଣାରେ ଅଚଂଳବାସୀଙ୍କୁ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ପ୍ରେପାଇଟର ଉଦୟ ଭାନୁ ଜେନା, ମିତ୍ର ଭାନୁ ଜେନା, ନିରାକାର ରାଉତରାୟ, ବିଶ୍ବରଜଂନ ଦାସ, ରୁତୁରାଜ ଲେଙ୍କା, ସୁଶାନ୍ତ ଜେନା, ଅନ୍ୟମାନଙ୍କ ମଧ୍ୟରେ ମାନସ ଲେଙ୍କା, ମିଟୁ ଜେନା, ରାପୁନା ଜେନା, ସୁବାସ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ଓଷଧିୟ ଗଛ, ଫଳ ଗଛ ଓ ଫୁଲ ଗଛ ବଣ୍ଟନ କରାଯାଇଥିଲା।