କୋଦଳା
ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବର ଗାଁ ଗ୍ରାମର ସୁନିଲ ନାହାକ କୁ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଅତି ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ ରହିଥିବ ବେଳେ ସୁନିଲ ନାହାକ ନାମରେ ଜିଲ୍ଲାର ବିଭିନ୍ନ ଥାନରେ ରହିଛି ଅନେକ ମାମଲା,ପୂର୍ବରୁ ଆସ୍କା ଅଞ୍ଚଳରେ ହନୁମାନ ପଇସା କୁ ନେଇ ଡବଲ ମଡର କେସ ରେ ସମ୍ପୂର୍କ୍ତ ଥିବା ବେଳେ ଟେଣ୍ଡର ଫିକ୍ସିଂ, ଗଞ୍ଜେଇ ଚୋର ଚାଲାଣ ଡକାୟତି ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି,।ଅନ୍ୟପଟେ ବର୍ତ୍ତମାନ ସମୟରେ ସୁନିଲ ଫେରାର ଥିବା ବେଳେ ଆଜି କୋଦଳା ଥାନା ଦାନପୁର ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଏବେ ଅସ୍ପଷ୍ଟ ରହିଛି ।ଘଟଣା ସ୍ଥଳରେ କୋଦଳା ପୋଲିସ ଓ ପୁରୁଷୋତ୍ତମ ପୁର SDPO ପହଞ୍ଚି ଶବ ଜବତ କରିଥିବା ସୂଚନା ମିଳିଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
