You are currently viewing ପୁରୁଷୋତ୍ତମପୁର ଏନ.ଏସି ତରଫରୁ ଗାନ୍ଧିଜୀଙ୍କ ଜୟନ୍ତୀ ପାଳିତ
ପୁରୁଷୋତ୍ତମପୁର ଏନ.ଏସି ତରଫରୁ ଗାନ୍ଧିଜୀଙ୍କ ଜୟନ୍ତୀ ପାଳିତ

ପୁରୁଷୋତ୍ତମପୁର , ୦୨/୧୦ -:- ଗାନ୍ଧୀଜୟନ୍ତୀ ଅବସରରେ ପୁରୁଷୋତ୍ତମପୁର ଏନଏସି ତରଫରୁ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ଙ୍କ ନେତୃତ୍ୱ ସ୍ଥାନୀୟ ବଡ ବଜ଼ାର ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା,ଆସ୍କା ସାସଂଦଙ୍କ ପ୍ରତିନିଧି ପ୍ରେମାନନ୍ଦ ସାହୁ କାଉନସିଲର ଶ୍ରୀମତୀ ସୁଜାତା ବେହେରା,ସୁଦଷ୍ଣା ବେହେରା, ଅଶୋକ କୁମାର ମହାଙ୍କୁଡଙ୍କ ସହ ଅନ୍ୟା ଅନ୍ୟ କାଉନସିଲରଙ୍କ ସହ ଏନଏସି କର୍ମଚାରୀ ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ନାୟକ, ରଶ୍ମି ରେଖା ନାହାକ, ବରୁଣ ବେହେରା ମାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରା ଯାଇଥିଲା l